Breaking News

ଅନେକ ବର୍ଷର ଅପେକ୍ଷା ପରେ ଶେଷରେ ଆସିଲା ‘ଅଚ୍ଛେ ଦିନ’… ବସ୍ତିବାସିନ୍ଦାଙ୍କୁ କହିଲେ ରେଖା ଗୁପ୍ତା

ନୂଆଦିଲ୍ଲୀ: ଆସିଗଲା ଅଚ୍ଛେ ଦିନ, ଅନେକ ବର୍ଷର ଅପେକ୍ଷା ପରେ ଶେଷରେ ଦିଲ୍ଲୀର ବସ୍ତିବାସିନ୍ଦାଙ୍କ ପାଇଁ ଭଲ ଦିନ ଆସିଛି । ନିଜ ନିର୍ବାଚନ ମଣ୍ଡଳୀ ସାଲିମାରବାଗରୁ ବିକାଶ କାମର ଶୁଭାରମ୍ଭ କରି ଏମିତି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ବିଭିନ୍ନ ପ୍ରକଳ୍ପ କାମର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିବା ସହ ସହରାଞ୍ଚଳର ବିକାଶ ପାଇଁ ୭୦୦ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ୧୦ ବର୍ଷ ତଳେ ନିର୍ମାଣ ହୋଇଥିବା ୫୨, ୦୦୦ ଫ୍ଲାଟର ନବୀକରଣ ହେବ ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.