Breaking News

ଆମେରିକାରୁ ତେଲ କିଣା ଦ୍ବିଗୁଣିତ: ରୁଷ୍‌ରୁ କ୍ରୟ ଜାରି ରହିବ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଏପ୍ରିଲ୍ ୨ରେ ପାଲଟା ଶୁଳ୍କ ଘୋଷଣା କରିବା ପରଠାରୁ ଭାରତ ଧୀରେ ଧୀରେ ଆମେରିକାରୁ ତେଲ କିଣା ବଢ଼ାଇଛି। ଇତି ମଧ୍ୟରେ ଏହା ଦୁଇ ଗୁଣା ଅଧିକ ତେଲ ଆମେରିକାରୁ ମଗାଇଥିବା ଜଣାପଡ଼ିଛି।

 Photograph: (EBC Financial Group)

 

 

 

 

 

ସୌଜନ୍ୟ – ସମ୍ବାଦ

Comments are closed.