Breaking News

ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣା: ୪ ଗିରଫ, ୩ ବନ୍ଧୁକ ଜବତ

ଓଡ଼ିଶା ଝାରସୁଗୁଡା ସୀମାନ୍ତ ଲଖନପୁର ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଡକାୟତି ଘଟଣାରେ ପୁଲିସକୁ ସଫଳତା ମିଳିଛି। ଘଟଣାର ପ୍ରାୟ ୧୫ ଦିନ ପରେ ପୁଲିସ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି.....

 Grama Bank robbery incident: 4 arrested, 3 guns seized Photograph: (sambad.in)

 

ଝାରସୁଗୁଡ଼ା: ଓଡ଼ିଶା ଝାରସୁଗୁଡ଼ା ସୀମାନ୍ତ ଲଖନପୁର ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଡକାୟତି ଘଟଣାରେ ପୁଲିସକୁ ସଫଳତା ମିଳିଛି। ଘଟଣାର ପ୍ରାୟ ୧୫ ଦିନ ପରେ ପୁଲିସ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ପିସ୍ତଲ, ୧୩ଟି ଜୀବନ୍ତ ଗୁଳି, ଡକାୟତି ବେଳେ ଅଭିଯୁକ୍ତମାନେ ପିନ୍ଧିଥିବା ହେଲମେଟ୍, ବ୍ୟବହାର କରିଥିବା ବାଇକ ସମେତ ଲୁଟ ହୋଇଥିବା ୭୪ ହଜାର ଟଙ୍କାରୁ ୪୬ ହଜାର ଟଙ୍କା ଜବତ କରାଯାଇଛି।

 

 

 

 

 

ସୌଜନ୍ୟ – ସମ୍ବାଦ

Comments are closed.