ସମ୍ପାଦକୀୟ

Editorial: ଭରସାର ଭିତ୍ତି

ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି ‘ଏମ୍‌ପିସି’ ୬ ଫେବ୍ରୁଆରିରେ ଅନୁଷ୍ଠିତ ତା’ର ସଦ୍ୟତମ ଦ୍ବିମାସିକ ବୈଠକରେ ଆସନ୍ତା ବିତ୍ତ ବର୍ଷ ପାଇଁ ମୁଦ୍ରାସ୍ଫୀତି ସମ୍ବନ୍ଧରେ କୌଣସି ପୂର୍ବାନୁମାନ ପ୍ରକାଶ କରି ନ ଥିଲା....

ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି ‘ଏମ୍‌ପିସି’ ୬ ଫେବ୍ରୁଆରିରେ ଅନୁଷ୍ଠିତ ତା’ର ସଦ୍ୟତମ ଦ୍ବିମାସିକ ବୈଠକରେ ଆସନ୍ତା ବିତ୍ତ ବର୍ଷ ପାଇଁ ମୁଦ୍ରାସ୍ଫୀତି ସମ୍ବନ୍ଧରେ କୌଣସି ପୂର୍ବାନୁମାନ ପ୍ରକାଶ କରି ନ ଥିଲା, ଯାହାର କାରଣ ଥିଲା ‘ଆଧାର ବର୍ଷ’ରେ ଘଟିବାକୁ ଯାଉଥିବା ଏଇ ଆସନ୍ନ ପରିବର୍ତ୍ତନ। ବର୍ତ୍ତମାନ ୨୦୨୪ ‘ଆଧାର ବର୍ଷ’ ଭିତ୍ତିରେ ପ୍ରସ୍ତୁତ ନୂତନ ‘ସିପିଆଇ’ ଶୃଙ୍ଖଳା ଅନୁସାରେ ପ୍ରକାଶିତ ସୂଚନାରୁ ଜାନୁଆରିରେ ଖାଉଟି ମୁଦ୍ରାସ୍ଫୀତି ହାର ୨.୭୫ ଶତାଂଶ ହୋଇଥିବା ଜଣାପଡ଼ିଛି, ଯାହା ପୂର୍ବ ଶୃଙ୍ଖଳା ଭିତ୍ତିରେ ଡିସେମ୍ବରରେ ଥିଲା ୧.୩୩ ଶତାଂଶ।

Show More

Leave a Reply

Your email address will not be published. Required fields are marked *

Back to top button