Breaking News

ଦୀର୍ଘଦିନ ଛୁଟିରେ ଥିବା ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର, ୦୨/୧୨ : ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଦୀର୍ଘଦିନ ଛୁଟିରେ ଥିବାରୁ ଏହି ଡାକ୍ତରଙ୍କ ଉପରେ ଆକ୍ସନ୍ ନିଆଯିବ। ରାଜ୍ୟରେ ୧୯୬ ଜଣ ଡାକ୍ତର ବିଭିନ୍ନ କାରଣ ଦର୍ଶାଇ ଦୀର୍ଘଦିନ ହେଲା ଛୁଟିରେ ଅଛନ୍ତି। ନିୟମ ଅନୁସାରେ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ନେବେ। ବିଧାନସଭାରେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇଛନ୍ତି।

ସୌଜନ୍ୟ-ପ୍ରମେୟ

Comments are closed.