ବୈଠକରେ ସାମିଲ ହେବା ପାଇଁ ଦିଲ୍ଲୀ ଗସ୍ତରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅର୍ଥ ବିଭାଗ ମୋହନ ମାଝୀଙ୍କ ପାଖରେ ଥିବାରୁ ସେ ବୈଠକରେ ସାମିଲ ହେବେ । ପ୍ରାକ୍ ବଜେଟ୍‌ରେ ଓଡ଼ିଶାର ଦାବି ରଖିବେ ମୋହନ ମାଝୀ ।