Breaking News

ନୂଆବର୍ଷ ପାଇଁ ଯୁବପିଢ଼ି ମତୁଆଲ; ମହାପ୍ରଭୁଙ୍କ ଆଶୀର୍ବାଦ ନେଉଛନ୍ତି ଶ୍ରଦ୍ଧାଳୁ

ଜିରୋ ନାଇଟ୍‌ ସେଲିବ୍ରେସନ୍‌ ସହିତ ବର୍ଷ-୨୦୨୫ ଆରମ୍ଭ ହୋଇଯାଇଛି। ୨୦୨୫ ମସିହାର ପ୍ରଥମ ସୂର୍ଯ୍ୟ ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିୟ ନାଗରିକମାନେ ଦେଖିଛନ୍ତି। ଭାରତୀୟ ସମୟ ଠିକ୍‌ ରାତି ୧୨ଟାରେ ଜିରୋ ନାଇଟ୍‌ ସହିତ ନୂଆବର୍ଷର ଯାତ୍ରା ଆରମ୍ଭ ହୋଇଛି।

ଭୁବନେଶ୍ବର: କ୍ୟାଲେଣ୍ଡର ବର୍ଷ-୨୦୨୪ ବିଦାୟ ନେଇଛି। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ସହିତ ବର୍ଷ-୨୦୨୫ ଆରମ୍ଭ ହୋଇଯାଇଛି। ୨୦୨୫ ମସିହାର ପ୍ରଥମ ସୂର୍ଯ୍ୟକୁ ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆର ନାଗରିକମାନେ ଦେଖିଛନ୍ତି। ଭାରତୀୟ ସମୟ ଠିକ୍‌ ରାତି ୧୨ଟାରେ ଜିରୋ ନାଇଟ୍‌ ସହିତ ନୂଆବର୍ଷର ଯାତ୍ରା ଆରମ୍ଭ ହୋଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁର ଭଳି ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁରପୁରୀ ଓ ବ୍ରହ୍ମପୁରରେ ମଧ୍ୟ ନୂଆବର୍ଷ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ନୂଆବର୍ଷ ପାଇଁ ଆୟୋଜିତ କାର୍ଯ୍ୟକ୍ରମର ଲେଜର ଲାଇଟ୍‌ ଓ ମ୍ୟୁଜିକ୍‌ର ତାଳେତାଳେ ଯୁବକ-ଯୁବତୀମାନେ ମତୁଆଳ ହୋଇଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.