Breaking News

ପବିତ୍ର ହନୁମାନ ଜୟନ୍ତୀ ପାଇଁ ଚଳଚଞ୍ଚଳ ସାରା ଦେଶ । ସବୁ ମନ୍ଦିରରେ ଗହଳି, ରାସ୍ତାରେ ଶୋଭାଯାତ୍ରା

ନୂଆଦିଲ୍ଲୀ: ପବିତ୍ର ହନୁମାନ ଜୟନ୍ତୀ ପାଇଁ ସାରା ଦେଶ ଚଳଚଞ୍ଚଳ । ସବୁଠି ସଙ୍କଟ ମୋଚକଙ୍କ ନାମ ସଂକୀର୍ତ୍ତନ । ମହାବୀରଙ୍କ ଜୟନ୍ତୀ ଉପଲକ୍ଷେ ଗାଁରୁ ସହର ସବୁଠି ପୂଜାର୍ଚ୍ଚନା, ଉତ୍ସାହ ଦେଖିବାକୁ ମିଳିଛି ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.