Breaking News

ପଶ୍ଚିମବଙ୍ଗକୁ ଚାଲାଣ ବେଳେ ୧୮୫ ମଇଁଷିଙ୍କୁ ଉଦ୍ଧାର କଲା ମୋରଡ଼ା ପୁଲିସ, ୬ ଗୋଚାଲାଣକାରୀ ଅଟକ

ମୟୂରଭଞ୍ଜ ଜିଲ୍ଲା ଥାନା ମୋରଡ଼ା ଥାନା ଅଧୀନ ଖୁରୁଣ୍ଟିଆ ନିକଟରୁ ୧୮୫ ମଇଁଷିଙ୍କୁ ଉଦ୍ଧାର କରିଛି ପୁଲିସ। ଏହାପରେ ଥାନାକୁ ମୋରଡ଼ା ଥାନା ପୁଲିସ ଆଣିଛି। ଏହି ମାମଲାରେ ୬ ଜଣ ଗୋଚାଲାଣକାରୀଙ୍କୁ ଥାନାରେ ଅଟକ ରଖିଛି।

ମୋରଡ଼ା: ମୟୂରଭଞ୍ଜ ଜିଲ୍ଲା ଥାନା ମୋରଡ଼ା ଥାନା ଅଧୀନ ଖୁରୁଣ୍ଟିଆ ନିକଟରୁ ୧୮୫ ମଇଁଷିଙ୍କୁ ଉଦ୍ଧାର କରିଛି ପୁଲିସ। ଏହାପରେ ଥାନାକୁ ମୋରଡ଼ା ଥାନା ପୁଲିସ ଆଣିଛି। ଏହି ମାମଲାରେ ୬ ଜଣ ଗୋଚାଲାଣକାରୀଙ୍କୁ ଥାନାରେ ଅଟକ ରଖିଛି।ମଇଁଷିଙ୍କୁ ଗୋ-ମାଫିଆମାନେ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲା। ଏନେଇ ଅଧିକ ତଦନ୍ତ କରୁଛି ମୋରଡ଼ା ଥାନା ପୁଲିସ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.