Breaking News

ବଜାଜ୍‌ ପଲ୍‌ସର୍‌ ଆର୍‌ଏସ୍‌୨୦୦

ନୂଆ ବର୍ଷରେ ବଜାଜ୍‌ ନିଜର ନୂଆ ବାଇକ୍‌- ପଲ୍‌ସର୍‌ ଆର୍‌ଏସ୍‌୨୦୦କୁ ବଜାରପ୍ରବେଶ କରାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୧,୮୪,୧୧୫ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ୧୯୯ ସିସିର ସିଙ୍ଗଲ୍‌ ସ୍ପାର୍କ ୪-ଭାଲ୍‌ଭ, ୬ ସ୍ପିଡ୍‌ ଗିୟର୍‌ବକ୍ସ, ଫୁଏଲ୍‌ ଇନ୍‌ଜେକ୍‌ଟେଡ୍‌ ଲିକ୍ବିଡ୍‌...

ନୂଆ ବର୍ଷରେ ବଜାଜ୍‌ ନିଜର ନୂଆ ବାଇକ୍‌- ପଲ୍‌ସର୍‌ ଆର୍‌ଏସ୍‌୨୦୦କୁ ବଜାରପ୍ରବେଶ କରାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୧,୮୪,୧୧୫ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ୧୯୯ ସିସିର ସିଙ୍ଗଲ୍‌ ସ୍ପାର୍କ ୪-ଭାଲ୍‌ଭ, ୬ ସ୍ପିଡ୍‌ ଗିୟର୍‌ବକ୍ସ, ଫୁଏଲ୍‌ ଇନ୍‌ଜେକ୍‌ଟେଡ୍‌ ଲିକ୍ବିଡ୍‌ କୁଲ୍‌ଡ ଇଂଜିନ୍‌ ରହିଥିବା ବେ‌େଳ ୩୦୦ ଏମ୍‌ଏମ୍‌ ଫ୍ରଣ୍ଟ, ୨୩୦ ଏମ୍‌ଏମ୍‌ ରିୟର୍‌ ଡୁଆଲ୍‌ ଚାନେଲ୍‌ ଏବିଏସ୍‌ ରହିଛି। ଏହାର ତେଲ ଟାଙ୍କିର ଧାରଣ କ୍ଷମତା ରହିଛି ‌୧୩ ଲିଟର୍‌।  ଏଥିରେ ଆସି‌ଷ୍ଟ ଓ ସ୍ଲିପର୍‌ କ୍ଲଚ୍‌, ଏଲ୍‌ଇଡି ପ୍ରୋଜେକ୍ଟର୍‌, ବ୍ଲୁଟୁଥ୍‌ କନେକ୍ଟିଭିଟି ପରି ବୈଶିଷ୍ଟ୍ୟ ରହିଛି।

ଏହାସହିତ ଏଥିରେ ରୋଡ୍‌, ରେନ୍‌ ଓ ଅଫ୍‌ରୋଡ୍‌ ପରି ତିନିଟି ଏବିଏସ୍‌ ରାଇଡ୍‌ ମୋଡ୍‌ ମଧ୍ୟ ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ପଲ୍‌ସର୍‌ ଆର୍‌ଏସ୍‌୨୦୦ ଆକ୍ଟିଭ୍‌ ବ୍ଲାକ୍‌ ସାଟିନ୍‌, ଗ୍ଲସି ରେସିଂ ରେଡ୍‌, ପର୍ଲ ମେଟାଲିକ୍‌ ହ୍ବାଇଟ୍‌ ପରି ତିନି‌ଟି ରଙ୍ଗରେ ଉପଲବ୍ଧ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.