Breaking News

ବଜାରରେ ଦିଶୁନି କେନ୍ଦୁ, ଚାରୁକୋଳି ଭଳି ବଣ କୋଳି

ଅବିଭକ୍ତ କୋରାପୁଟ ଜିଲ୍ଲାର ଘଂଚ ଜଂଗଲ ସେଠାରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ବରଦାନ ସ୍ବରୂପ। ଏହି ଜଂଗଲ ସେମାନଙ୍କ ପାଇଁ ଏକାଧାରରେ ଖାଦ୍ୟ, ବସ୍ତ୍ର ଏବଂ ପାନୀୟ ଯୋଗାଇ ଥାଏ।

ମାଲକାନଗିରି: ଅବିଭକ୍ତ କୋରାପୁଟ ଜିଲ୍ଲାର ଘଂଚ ଜଂଗଲ ସେଠାରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ବରଦାନ ସ୍ବରୂପ। ଏହି ଜଂଗଲ ସେମାନଙ୍କ ପାଇଁ ଏକାଧାରରେ ଖାଦ୍ୟ, ବସ୍ତ୍ର ଏବଂ ପାନୀୟ ଯୋଗାଇ ଥାଏ। ହଜାର ହଜାର ବର୍ଷ ତଳୁ ସେମାନେ ଜଂଗଲରେ ମିଳୁଥିବା ବିଭିନ୍ନ ଜାତିର କୋଳି ଏବଂ ଫଳକୁ ପ୍ରିୟ ଖାଦ୍ୟ ରୂପେ ଗ୍ରହଣ କରିଆସୁଛନ୍ତି। ଜଂଗଲ ଭିତରେ ମିଳୁଥିବା କୋଳି ମଧ୍ୟରୁ ଜାମୁକୋଳି, କୁସୁମକୋଳି, କେନ୍ଦୁ, ଚାରୁକୋଳି, ଚୁନକୋଳି, ଅଁଳା ଇତ୍ୟାଦି ସେମାନେ ସଂଗ୍ରହକରି ଖାଇବା ସହ ବଜାରରେ ବିକ୍ରି ମଧ୍ୟ କରିଥାନ୍ତି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.