Breaking News

ବ୍ୟାରିକେଡ ଭାଙ୍ଗିଲେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ, ଗୃହରେ ପ୍ରଶ୍ନକାଳ ଜାରି

ଆଜି ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି। ଏଣେ ଅନ୍ୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ବ୍ୟାରିକେଡ ଭାଙ୍ଗି ରାସ୍ତାକୁ ଆସିଛନ୍ତି। ତେଣେ ପ୍ରଶ୍ନକାଳ ସ୍ବାଭାବିକ ହୋଇଛି।

ଭୁବନେଶ୍ବର: ଆଜି ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି। ଏଣେ ଅନ୍ୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ବ୍ୟାରିକେଡ ଭାଙ୍ଗି ରାସ୍ତାକୁ ଆସିଛନ୍ତି। ତେଣେ ପ୍ରଶ୍ନକାଳ ସ୍ବାଭାବିକ ହୋଇଛି। ଆଜି କଂଗ୍ରେସ ପରେ ବିଜେଡି ପକ୍ଷରୁ ହାଇଡ୍ରାମା କରାଯାଇଛି। ଆଜି ଏକାଠି ହୋଇଯାଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ।

ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହରେ ଘଣ୍ଟ ବାଡ଼େଇବାରୁ ଉଭୟଙ୍କୁ ସେଥିରୁ ନିବୃତ୍ତ ହେବାକୁ ବାଚସ୍ପତି ସୁରମା ପାଢ଼ୀ ତାଗିଦ୍ କରିଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.