Breaking News

ଭିନ୍ନ ଏକ ଉପାୟ: ନୂଆବର୍ଷ ପାଇଁ ପିଲା କଲେ ବ୍ୟବସାୟ

ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳର ପିଲାମାନେ ଜଂଗଲରେ ନିଜର ସମୟ କାଟୁଥିବା ବେଳେ ସହରର ପିଲାମାନେ ମଧ୍ୟ ବିଭିନ୍ନ ଖେଳକୁଦରେ ସମୟ ଅତିବାହିତ କରୁଛନ୍ତି। ଜିଲ୍ଲା ସଦର ମହକୁମାର କିଛି ଛୋଟ ପିଲା ବୁଧବାର ଦିନ ଡିଏନକେରେ କରମଙ୍ଗା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା।

ମାଲକାନଗିରି: ଏବେ ସ୍କୁଲ ଛୁଟିର ବେଳ। ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳର ପିଲାମାନେ ଜଂଗଲରେ ନିଜର ସମୟ କାଟୁଥିବା ବେଳେ ସହରର ପିଲାମାନେ ମଧ୍ୟ ବିଭିନ୍ନ ଖେଳକୁଦରେ ସମୟ ଅତିବାହିତ କରୁଛନ୍ତି। ଜିଲ୍ଲା ସଦର ମହକୁମାର କିଛି ଛୋଟ ପିଲା ବୁଧବାର ଦିନ ଡିଏନକେରେ କରମଙ୍ଗା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ପିଲାମାନେ କରମଙ୍ଗା ବିକ୍ରି କରୁଥିବା ଦେଖି ଆଶ୍ଚର୍ଯ୍ୟ ଲାଗିଥିବା ବେଳେ ସେମାନଙ୍କୁ କରମଙ୍ଗାର ଦାମ ସଂପର୍କରେ ପଚାରିବା ସହ ଏହା କେଉଁଠାରୁ ଆଣିଲେ ଏବଂ କାହିଁକି ବିକ୍ରି କରୁଛନ୍ତି ବୋଲି ପଚାରି ବୁଝିଥିଲୁ। ସେମାନେ ଯାହା ଉତ୍ତର ଦେଇଥିଲେ ପ୍ରଥମେ ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ପରେ ଖୁସି ଲାଗିଥିଲା।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.