Breaking News

ଭୁବନେଶ୍ୱର ଉପକଣ୍ଠରୁ ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ୱର ଉପକଣ୍ଠ ଜଳିପାଟଣାରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ବଜ୍ରକାପ୍ତାକୁ ଉଦ୍ଧାର କରି ବନ ବିଭାଗକୁ ଫୋନ କରିଥିଲେ। ଖବର ପାଇ ଭୁବନେଶ୍ଵର ସିଟି ଫରେଷ୍ଟ ଡିଭିଜନର କର୍ମଚାରୀମାନେ ପହଞ୍ଚିଥିଲେ...

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଜଳିପାଟଣାରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ବଜ୍ରକାପ୍ତାକୁ ଉଦ୍ଧାର କରି ବନ ବିଭାଗକୁ ଫୋନ କରିଥିଲେ।

ବଜ୍ରକାପ୍ତାଟି ବୁଲୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସ୍ଥାନୀୟ ଅଞ୍ଚଳରେ ଖବର ପ୍ରଚାର ହେବା ପରେ ବଜ୍ରକାପ୍ତାକୁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।ଖବର ପାଇ ଭୁବନେଶ୍ଵର ସିଟି ଫରେଷ୍ଟ ଡିଭିଜନର କର୍ମଚାରୀମାନେ ପହଞ୍ଚିଥିଲେ। ଏହା ପରେ ବନ ବିଭାଗ କର୍ମଚାରୀମାନେ ବଜ୍ରକାପ୍ତାଟିକୁ ନେଇଯାଇଛନ୍ତି ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.