ରାଶିଫଳ

ମାର୍ଚ୍ଚ ୧୮ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– ମନରେ ଅଳ୍ପ ଅସ୍ଥିରତା ରହିପାରେ କିନ୍ତୁ କାମରେ ଧୀରେ ଧୀରେ ସଫଳତା ମିଳିବ। ପରିବାର ସହଯୋଗ ମିଳିବ ଓ ନୂଆ ଯୋଜନା ଆରମ୍ଭ କରିପାରିବେ। ଆର୍ଥିକ ଦିଗରେ ସାବଧାନ ରୁହନ୍ତୁ। ସ୍ୱାସ୍ଥ୍ୟ ସାଧାରଣ ରହିବ।

ବୃଷ– ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ଓ ଲାଭ ମିଳିପାରେ। ପରିବାରରେ ଖୁସିର ପରିବେଶ ରହିବ। ଆର୍ଥିକ ସ୍ଥିତି ଭଲ ହେବ।

ମିଥୁନ– ଅନାବଶ୍ୟକ ଚିନ୍ତା ଓ ଚାପ ରହିପାରେ। କାମରେ ବିଳମ୍ବ ହେବାର ସମ୍ଭାବନା ଅଛି। ଧୈର୍ଯ୍ୟ ରଖିଲେ ସମସ୍ୟା ସମାଧାନ ହେବ। ସ୍ୱାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ।

କର୍କଟ– ଦିନଟି ମଧ୍ୟମ ଫଳଦାୟକ ରହିବ। ନୂଆ କାମରେ ଲାଭ ମିଳିପାରେ କିନ୍ତୁ ଖର୍ଚ୍ଚ ବଢ଼ିପାରେ। ପରିବାରର ସହଯୋଗ ମିଳିବ। ଯାତ୍ରାର ଯୋଗ ଅଛି।

ସିଂହ– କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଅଧିକାରୀଙ୍କ ସହଯୋଗ ମିଳିବ ଓ ଆତ୍ମବିଶ୍ୱାସ ବଢ଼ିବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା– ଦିନଟି ଆପଣଙ୍କ ପାଇଁ ଉନ୍ନତିକାରକ ରହିବ। ଶିକ୍ଷା ଓ କାର୍ଯ୍ୟରେ ସଫଳତା ମିଳିପାରେ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପରିବାରରେ ଶାନ୍ତି ରହିବ।

ତୁଳା– କିଛି ସମସ୍ୟା ଆସିପାରେ ଓ ମନ ଚିନ୍ତିତ ରହିପାରେ। ଆର୍ଥିକ କ୍ଷତିର ସମ୍ଭାବନା ଅଛି ତେଣୁ ସାବଧାନ ରୁହନ୍ତୁ। ସ୍ୱାସ୍ଥ୍ୟରେ ଅଳ୍ପ ଅସୁବିଧା ହେବାର ସମ୍ଭାବନା ଅଛି।

ବିଛା– ସମ୍ପର୍କରେ ସୁଧାର ଆସିବ ଓ ଭଲପାଇବା ବଢ଼ିବ। ବ୍ୟବସାୟ ଓ କାର୍ଯ୍ୟରେ ଲାଭ ମିଳିପାରେ। ପାର୍ଟନରଶିପରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ– ଶତ୍ରୁପକ୍ଷ ଦୁର୍ବଳ ହେବେ ଓ ଆପଣଙ୍କ ପକ୍ଷରେ ପରିସ୍ଥିତି ରହିବ। କାମରେ ସଫଳତା ମିଳିବ। ଦିନଟି ଶ୍ରମଦାୟକ ହେବ କିନ୍ତୁ ଫଳ ଭଲ ମିଳିବ।

ମକର– ଶିକ୍ଷା ଓ ସନ୍ତାନ ସମ୍ବନ୍ଧୀୟ ଖୁସି ଖବର ମିଳିପାରେ। ମନ ଖୁସି ରହିବ ଓ ନୂଆ ଯୋଜନା ସଫଳ ହେବ। ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ।

କୁମ୍ଭ– ଘରୋଇ କାମରେ ବ୍ୟସ୍ତ ରହିପାରନ୍ତି। ପରିବାରରେ କିଛି ତର୍କ ବିତର୍କ ହେବାର ସମ୍ଭାବନା ଅଛି। ଆର୍ଥିକ ଦିଗରେ ସାଧାରଣ ଫଳ ମିଳିବ। ସ୍ୱାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ।

ମୀନ– ଯାତ୍ରା ଓ ସଂପର୍କ ବଢ଼ିବ। କାମରେ ଉନ୍ନତି ଓ ଲାଭ ମିଳିପାରେ। ଭାଇଭଉଣୀଙ୍କ ସହଯୋଗ ମିଳିବ। ମନ ପ୍ରସନ୍ନ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button