Breaking News

ମାଲକାନଗିରିରେ ନାହିଁ ରେଳଲାଇନ: ହୋଇପାରୁନି ଏଫ୍‌ସିଆଇ ଗୋଦାମ୍‌

ମିଲରମାନଙ୍କ ପାଖରେ ରହିଥିବା ଚାଉଳକୁ ମିଲରମାନେ ଏଫସିଆଇକୁ ଦେବାକୁ ବାଧ୍ୟ ହେବେ। ତେବେ ଏମାନେ ଜୟପୁର ଯାଇ ଏଫସିଆଇ କେବେ ଚାଉଳ ନେବ ତାହା ବୁଝିବା ସହ ଠିକ ସମୟରେ ଉନ୍ନତମାନର ଚାଉଳ ଏଫସିଆଇକୁ ଦେବାକୁ ହେବ।

ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ବିକାଶ ଆଡକୁ ଧୀରେଧୀରେ ପାଦ ଥାପୁ ଥିବା ବେଳେ ଆହୁରି ଅନେକ ଉନ୍ନୟନ କାର୍ଯ୍ୟ ଏବେ ବି ବାକି ରହିଛି। ଫଳରେ ଜିଲ୍ଲା ଅନ୍ୟ ଜିଲ୍ଲା ତୁଳନାରେ ବେଶ ପଛରେ ରହିଛି। ଜିଲ୍ଲାକୁ ତତ୍କାଳୀନ ସରକାର ଫୋକସରେ ରଖିଥିବା ବେଳେ ବର୍ତ୍ତମାନର ସରକାର ମଧ୍ୟ ଜିଲ୍ଲାକୁ ରାଜ୍ୟର ହାତଗଣତି ବିକାଶ ଜିଲ୍ଲା ମଧ୍ୟରେ ଗଣତି କରାଯିବ ବୋଲି ପ୍ରତିଶ୍ରୁତି ଦେଇସାରିଲେଣି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.