Breaking News

ଯୁବକଙ୍କ ମୃତ୍ୟୁ ପରେ ୨୧ ଘଣ୍ଟା ହେଲା ରାସ୍ତା ଉପରେ ଶବ ରଖି ଚାଲିଛି ରାସ୍ତାରୋକ

୨୧ ଘଣ୍ଟା ହେଲା ରାସ୍ତା ଉପରେ ଶବ ରଖି ଚାଲିଛି ରାସ୍ତାରୋକ। ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଗର୍ଜନବାହାଲରେ କୋଇଲା ବୋଝେଇ ଟ୍ରକ ଧକ୍କାରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଉଚିତ କ୍ଷତିପୂରଣ ଓ ସ୍ୱତନ୍ତ୍ର କୋଲ କରିଡର ରାସ୍ତାରେ କୋଇଲା ପରିବହନ ଦାବି କରି ଶବ ରଖି ଚାଲିଛି ରାସ୍ତାରୋକ।

0

ସୁନ୍ଦରଗଡ଼: ୨୧ ଘଣ୍ଟା ହେଲା ରାସ୍ତା ଉପରେ ଶବ ରଖି ଚାଲିଛି ରାସ୍ତାରୋକ। ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଗର୍ଜନବାହାଲରେ କୋଇଲା ବୋଝେଇ ଟ୍ରକ ଧକ୍କାରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଉଚିତ କ୍ଷତିପୂରଣ ଓ ସ୍ୱତନ୍ତ୍ର କୋଲ କରିଡର ରାସ୍ତାରେ କୋଇଲା ପରିବହନ ଦାବି କରି ଶବ ରଖି ଚାଲିଛି ରାସ୍ତାରୋକ।

ଗତକାଲି ସନ୍ଧ୍ୟାରେ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଗର୍ଜନବାହାଲ ଗାଁର ପପୁ ଅମାତ। ଉଚିତ କ୍ଷତିପୂରଣ ଓ ସ୍ୱତନ୍ତ୍ର କୋଲ କରିଡର ରାସ୍ତାରେ କୋଇଲା ପରିବହନ ଦାବି କରି ଶବ ରଖି ଚାଲିଛି ରାସ୍ତାରୋକ।

ଏମସିଏଲ-କନିକା ରାସ୍ତା ସମ୍ପୂର୍ଣ୍ଣ ରହିଛି ବନ୍ଦ। କୋଇଲା ପରିବହନ ଓ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଗତକାଲି ସନ୍ଧ୍ୟାରେ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଗର୍ଜନବାହାଲ ଗାଁର ପପୁ ଅମାତ।

collector sundargarh

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.