Breaking News

ଲାଲବାହିନୀର ବର୍ବରକାଣ୍ଡ, ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ

ମାଲକାନଗିରି, ୦୨/୧୨ : ଲାଲବାହିନୀର ବର୍ବରକାଣ୍ଡ। ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲା ମୋରମେଡ ଗ୍ରାମରେ ମାଓହିଂସା। ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ।

ସୂଚନାନୁଯାୟୀ, ବିଜାପୁର ଜିଲ୍ଲା ମୋରମେଡ ଗ୍ରାମରେ ଗତ କିଛି ଦିନ ତଳେ ଏକ ମୋବାଇଲ ଟାୱାର ସେବା ଆରମ୍ଭ ହୋଇଥିଲା। ମାଓବାଦୀମାନେ ଏହାକୁ ବିରୋଧ କରୁଥିଲେ। ରବିବାର ରାତିରେ କିଛି ମାଓବାଦୀ ମୋରମେଡ ଗାଁରେ ପଶି ମୋବାଇଲ ଟାୱାରରେ ବିସ୍ଫୋରଣ କରିଥିଲେ। ଏନେଇ ବିଜାପୁର ପୋଲିସ ସୂଚନା ଦେଇଛି।

ସୌଜନ୍ୟ-ପ୍ରମେୟ

Comments are closed.