Breaking News

ଲୋକଙ୍କ ସେବାରେ ଲୋକଙ୍କ ମୁଖ୍ୟମନ୍ତ୍ରୀ: ଜନତାଙ୍କୁ ଭେଟି ସମସ୍ୟା ବୁଝୁଛନ୍ତି ରେଖା ଗୁପ୍ତା

ନୂଆଦିଲ୍ଲୀ: ଲୋକଙ୍କୁ ଭେଟୁଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ । ଯେଉଁ ମୂଲ୍ୟବାନ ଭୋଟ ଖଣ୍ଡେ ଦେଇ ଜନତା ତାଙ୍କୁ ନେତାରୁ ମୁଖ୍ୟମନ୍ତ୍ରୀ କରିଛନ୍ତି ସେମାନଙ୍କ ପାଖେ ଋଣି ଥିବା ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରାୟ ସମୟରେ ଲୋକଙ୍କୁ ଭେଟୁଛନ୍ତି, କଥା ହେଉଛନ୍ତି, ସେମାନଙ୍କ ଭଲମନ୍ଦ ବୁଝୁଛନ୍ତି । ଗଣତନ୍ତ୍ରରେ ଲୋକ ହିଁ ସବୁକିଛି ଆଉ ଏ ଲୋକ ହିଁ ତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ କରେଇଛନ୍ତି ତେଣୁ ଲୋକଙ୍କ ସେବା କରିବାକୁ ପଣ କରିଥିବା ରେଖା ଟିକେ ଫୁରସତ ପାଇଲେ ଜନତାଙ୍କ ସହ ଆଲୋଚନା କରୁଛନ୍ତି ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.