Breaking News

୧୪୪୦ବୋତଲ କଫ ସିରଫ ଜବତ, ୫ ଗିରଫ

ସମ୍ବଲପୁର,୬/୧୨ : ସମ୍ବଲପୁର ଧନୁପାଲି ପୋଲିସ ଦ୍ବାରା ବ୍ଯାପକ ପରିମାଣର କଫ୍ ସିରଫ ଜବତ । ୧୪୪୦ବୋତଲ କଫ ସିରଫ ସହ ଗୋଟିଏ କାର୍, ସ୍କୁଟି ଓ ୧୦ ହଜାର ଟଙ୍କା ଜବତ ହୋଇଛି ।

ଏହି ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି । କୋରେକ୍ସ ସବୁ କଲିକତାରୁ ଆସୁଥିବାବେଳେ ବିଭିନ୍ନ ଜିଲ୍ଲାକୁ ଯାଇଥାନ୍ତା । କୋରେକ୍ସର ଆନୁମାନିକ ମୂଲ୍ଯ ୫ ଲକ୍ଷ ଟଙ୍କା ହେବ ।

ସୌଜନ୍ୟ-ପ୍ରମେୟ

Comments are closed.