Breaking News

ଆମେରିକାରେ ପୁଣି ବିମାନ ଦୁର୍ଘଟଣା: ଖସିପଡିଲା ଜଳନ୍ତା ଅଂଶ, ଜଳିଗଲା ଘର

ଆମେରିକାରେ ପୁଣି ବିମାନ ଦୁର୍ଘଟଣା । ଉଡାଣ ଭରିବା ସମୟରେ ପୁଣି ବିମାନ ଦୁର୍ଘଟଣା । ଫିଲାଡେଲଫିଆ ବିମାନ ବନ୍ଦରରୁ ଉଡାଣ ଭରିବା ବେଳେ ଅଘଟଣ ।

ୱାସିଂଟନ: ଆମେରିକାରେ ପୁଣି ବିମାନ ଦୁର୍ଘଟଣା । ଉଡାଣ ଭରିବା ସମୟରେ ପୁଣି ବିମାନ ଦୁର୍ଘଟଣା । ଫିଲାଡେଲଫିଆ ବିମାନ ବନ୍ଦରରୁ ଉଡାଣ ଭରିବା ବେଳେ ଅଘଟଣ । ଦୁର୍ଘଟଣା ପରେ ଜଳିଗଲା ବିମାନ ଆଉ ବିମାନର ଜଳନ୍ତା ଅଂଶ ପଡି ଅନେକ ଘର ଜଳିଯାଇଥିବା ସୂଚନା ମିଳିଛି ।

ତେବେ ଗତକଲି ସଂଧ୍ୟାରେ ବିମାନଟି ଉଡାଣ ଭରିବା ବେଳେ ଦୁର୍ଘଟଣା ହୋଇଛି । ସେହିପରି ଏହା ଏକ ଏୟାରକ୍ରାଫ୍ଟ ଥିଲା । ତେବେ ଦୁଇ ଦିନ ତଳେ ମଝି ଆକାଶରେ ବିମାନ ଓ ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା । ରେଗନ ଏୟାରପୋର୍ଟ ନିକଟରେ ଘଟିଥିବା ଏହି ଭୟାନକ ଦୁର୍ଘଟଣାରେ ୬୭ ଜଣଙ୍କ ଜୀବନ ଯାଇଥିଲା ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.