Breaking News

ସୁନ୍ଦରଗଡ଼ ଖଣି ଚୋରି ଘଟଣା: ତତ୍କାଳୀନ ହେମଗିରି ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ

ସୁନ୍ଦରଗଡ଼ ଖଣି ଚୋରି ଘଟଣାରେ ତତ୍କାଳୀନ ହେମଗିରି ତହସିଲଦାର ଲାବଣେନ୍ଦୁ ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ । ୩ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ତାଙ୍କୁ କୁହାଯାଇଛି।

ସୁନ୍ଦରଗଡ଼: ସୁନ୍ଦରଗଡ଼ ଖଣି ଚୋରି ଘଟଣାରେ ତତ୍କାଳୀନ ହେମଗିରି ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ତତ୍କାଳୀନ ହେମଗିରି ତହସିଲଦାର ଲାବଣେନ୍ଦୁ ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ । ୩ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ତାଙ୍କୁ କୁହାଯାଇଛି।

ସୁନ୍ଦରଗଡ଼ ଖଣି ଚୋରି ଘଟଣାରେ ତତ୍କାଳୀନ ହେମଗିରି ତହସିଲଦାର ଲାବଣେନ୍ଦୁ ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ । ୩ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ତାଙ୍କୁ କୁହାଯାଇଛି।ଜାଣିଶୁଣି ଚୋରା ଖଣି ର ତଥ୍ୟ ଲୁଚାଇବା ଓ ଉପରିସ୍ଥ ଅଧିକାରୀଙ୍କୁ ନଜଣାଇବା କି ଏହି ଘଟଣା ରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଭଳି ସାଙ୍ଘାତିକ ଅଭିଯୋଗର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ। ତାଙ୍କ ଭୁଲ ପାଇଁ ସରକାରଙ୍କ ବହୁ ରାଜସ୍ବହାନି ହେବା ସହ କୋଇଲା ଚୋରି ହୋଇଛି । ତାଙ୍କ ବିରୁଦ୍ଧରେ କାହିଁକି ରୁଲ- ୧୫ ଓସିଏସ ( ସିସିଏ) ଲାଗୁ ନହେବ ସେ ନେଇ ୩ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ଏହି ଚିଠିରେ କୁହାଯାଇଛି। ୩ ଦିନ ମଧ୍ୟରେ ସଠିକ ଉତ୍ତର ନରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରହିଛି ଶୋ କଜ୍ ନୋଟିସରେ ଉଲ୍ଲେଖ ରହିଛି।

ଜାଣିଶୁଣି ଚୋରା ଖଣି ର ତଥ୍ୟ ଲୁଚାଇବା ଓ ଉପରିସ୍ଥ ଅଧିକାରୀଙ୍କୁ ନଜଣାଇବା କି ଏହି ଘଟଣା ରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଭଳି ସାଙ୍ଘାତିକ ଅଭିଯୋଗର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ। ତାଙ୍କ ଭୁଲ ପାଇଁ ସରକାରଙ୍କ ବହୁ ରାଜସ୍ବହାନି ହେବା ସହ କୋଇଲା ଚୋରି ହୋଇଛି । ତାଙ୍କ ବିରୁଦ୍ଧରେ କାହିଁକି ରୁଲ- ୧୫ ଓସିଏସ ( ସିସିଏ) ଲାଗୁ ନହେବ ସେ ନେଇ ୩ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ଏହି ଚିଠିରେ କୁହାଯାଇଛି। ୩ ଦିନ ମଧ୍ୟରେ ସଠିକ ଉତ୍ତର ନରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରହିଛି ଶୋ କଜ୍ ନୋଟିସରେ ଉଲ୍ଲେଖ ରହିଛି।

 

 

 

 

 

 

 

 

 

ସୌଜନ୍ୟ -ସମ୍ୱାଦ

Comments are closed.