ରାଜ୍ୟ

Attack Doctor: ଡାକ୍ତରଙ୍କୁ ଷ୍ଟୁଲ୍‌ ଫିଙ୍ଗି ଆକ୍ରମଣ କଲେ ଯୁବକ, ଅଭିଯୁକ୍ତ ଥାନାରେ ଅଟକ

ବରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଭାବନୀୟ ଘଟଣା। ଚିକିତ୍ସା ପାଇଁ ଆସି ଡାକ୍ତରଙ୍କୁ ଆକ୍ରମଣ କଲେ ଯୁବକ। ଆକ୍ରମଣରେ ଡାକ୍ତର ସୁଦୀପ୍ତ ରାଉତ ଗୁରୁତର ଥିବା ସୂଚନା ମିଳିଛି। ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖିଛି ଟାଉନ ଥାନା ପୁଲିସ l

ବରଗଡ଼: ବରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଭାବନୀୟ ଘଟଣା। ଚିକିତ୍ସାପାଇଁ ଆସି ଡାକ୍ତରଙ୍କୁ ଆକ୍ରମଣ କଲେ ଯୁବକ। ଆକ୍ରମଣରେ ଡାକ୍ତର ସୁଦୀପ୍ତ ରାଉତ ଗୁରୁତର ଥିବା ସୂଚନା ମିଳିଛି। ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖିଛି ଟାଉନ ଥାନା ପୁଲିସ l

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button