ମନୋରଞ୍ଜନ

Ramayana: ରାମାୟଣରେ ୟଶଙ୍କ ଚରିତ୍ରକୁ ପ୍ରଶଂସା କଲେ ହନି ସିଂ

ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ୁଛି। ଫିଲ୍ମରେ ୟଶ ରାବଣ ଏବଂ ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ଟିଜର ଦେଖି ରାପର ତଥା ଗାୟକ ହନି ସିଂ ୟଶଙ୍କ ରାବଣ ରୂପକୁ ଖୁବ୍ ପ୍ରଶଂସା କରିଛନ୍ତି।

ମୁମ୍ବାଇ: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ୁଛି। ଫିଲ୍ମରେ ୟଶ ରାବଣ ଏବଂ ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ଟିଜର ଦେଖି ରାପର ତଥା ଗାୟକ ହନି ସିଂ ୟଶଙ୍କ ରାବଣ ରୂପର ଖୁବ୍ ପ୍ରଶଂସା କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button