ଦେଶ ବିଦେଶ
Imran Khan: ଇମ୍ରାନ ଖାନ–ଆସିମ ମୁନୀରଙ୍କ ମଧ୍ୟରେ ସତରେ ହୋଇଛି କି ‘ଡିଲ୍’? ପାକିସ୍ତାନ ରାଜନୀତିରେ ନୂଆ ପାୱାର-ପ୍ଲେ
ଜେଲ୍ରୁ ହସ୍ପିଟାଲ, ପୁଣି ଜେଲ୍ । ଏହି କିଛି ଘଣ୍ଟାର ଘଟଣା ପାକିସ୍ତାନ ରାଜନୀତିରେ ଏମିତି ଏକ ପ୍ରଶ୍ନ ଛାଡ଼ିଛି, ଯାହାର ଉତ୍ତର ଏବେ ଇସଲାମାବାଦର କରିଡରରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଖୋଜାଯାଉଛି । ଇମ୍ରାନ ଖାନ ଏବଂ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ ମୁନୀରଙ୍କ ମଧ୍ୟରେ କ’ଣ କୌଣସି ଗୁପ୍ତ ବୁଝାମଣା ହୋଇଛି?

ନୂଆଦିଲ୍ଲୀ: ଜେଲ୍ରୁ ହସ୍ପିଟାଲ, ପୁଣି ଜେଲ୍ । ଏହି କିଛି ଘଣ୍ଟାର ଘଟଣା ପାକିସ୍ତାନ ରାଜନୀତିରେ ଏମିତି ଏକ ପ୍ରଶ୍ନ ଛାଡ଼ିଛି, ଯାହାର ଉତ୍ତର ଏବେ ଇସଲାମାବାଦର କରିଡରରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଖୋଜାଯାଉଛି । ଇମ୍ରାନ ଖାନ ଏବଂ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ ମୁନୀରଙ୍କ ମଧ୍ୟରେ କ’ଣ କୌଣସି ଗୁପ୍ତ ବୁଝାମଣା ହୋଇଛି? ଇମ୍ରାନ ଖାନଙ୍କୁ ରାୱଲପିଣ୍ଡିର ଆଡିଆଲା ଜେଲରୁ ଇସଲାମାବାଦର ଏକ ଘରୋଇ ହସ୍ପିଟାଲକୁ ନିଆଯିବା ଘଟଣା ଏହି ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି। କିଛି ସମୟ ପରେ ତାଙ୍କୁ ପୁଣି ଜେଲକୁ ଫେରାଇ ଦିଆଯାଇଥିଲେ ମଧ୍ୟ, ଏହି ଘଟଣା ପଛରେ ରାଜନୈତିକ ସଙ୍କେତ ରହିଛି କି ନାହିଁ, ତାହା ନେଇ ଚର୍ଚ୍ଚା ଚାଲିଛି।
ସୌଜନ୍ୟ ସମ୍ବାଦ




