ଦେଶ ବିଦେଶ
Raksha bandhan: କୃତି ସାନନଙ୍କ ରକ୍ଷାବନ୍ଧନ ବିଜ୍ଞାପନ ହଟାଇଲା ଜିଭା
ଅଭିନେତ୍ରୀ କୃତି ସାନନଙ୍କୁ ନେଇ ରକ୍ଷାବନ୍ଧନ ଅବସରରେ ପ୍ରସ୍ତୁତ ଅଳଙ୍କାର ବ୍ରାଣ୍ଡ ଜିଭାର ବିଜ୍ଞାପନକୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା ପରେ ହଟାଇ ଦିଆଯାଇଛି। ବୁଧବାର, ଜିଭା ଏହି ବିଜ୍ଞାପନକୁ ସମସ୍ତ ଗଣମାଧ୍ୟମରୁ ପ୍ରତ୍ୟାହାର...

ନୂଆଦିଲ୍ଲୀ: ଅଭିନେତ୍ରୀ କୃତି ସାନନଙ୍କୁ ନେଇ ରକ୍ଷାବନ୍ଧନ ଅବସରରେ ପ୍ରସ୍ତୁତ ଅଳଙ୍କାର ବ୍ରାଣ୍ଡ ଜିଭାର ବିଜ୍ଞାପନକୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା ପରେ ହଟାଇ ଦିଆଯାଇଛି। ବୁଧବାର, ଜିଭା ଏହି ବିଜ୍ଞାପନକୁ ସମସ୍ତ ଗଣମାଧ୍ୟମରୁ ପ୍ରତ୍ୟାହାର କରିଥିବା ଘୋଷଣା କରିଛି। ବିଜ୍ଞାପନରେ କୃତିଙ୍କ ପୋଷାକ ଓ ରକ୍ଷାବନ୍ଧନ ପରମ୍ପରାର ଉପସ୍ଥାପନକୁ ନେଇ ବିବାଦ ଦେଖାଦେଇଥିଲା।
ସୌଜନ୍ୟ ସମ୍ବାଦ




