ଦେଶ ବିଦେଶ
Trump: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଅନିଲ ମେନନଙ୍କୁ ଟ୍ରମ୍ପଙ୍କ ପ୍ରଶଂସା: ମହାନ ଆମେରିକୀୟ କହି କାର୍ଯ୍ୟାଳୟକୁ ନିମନ୍ତ୍ରଣ କଲେ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଅବସ୍ଥାପିତ ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ଅନିଲ ମେନନଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ମହାନ ଆମେରିକୀୟ, ଦେଶପ୍ରେମୀ ଏବଂ ଜଣେ ସାହସୀ ବ୍ୟକ୍ତି ବୋଲି କହିଛନ୍ତି।

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଅବସ୍ଥାପିତ ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ଅନିଲ ମେନନଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ମହାନ ଆମେରିକୀୟ, ଦେଶପ୍ରେମୀ ଏବଂ ଜଣେ ସାହସୀ ବ୍ୟକ୍ତି ବୋଲି କହିଛନ୍ତି। ହ୍ୟୁଷ୍ଟନରେ ନାସାର ଜନସନ ସ୍ପେସ ସେଣ୍ଟରରେ ଏକ ଆଲୋଚନା ସମୟରେ ଟ୍ରମ୍ପଅନିଲ ମେନନ ଏବଂ ତାଙ୍କର ଦୁଇ ସାଥୀଙ୍କ ମହାକାଶ ମିଶନକୁ ପ୍ରଶଂସା କରିଛନ୍ତି।
ସୌଜନ୍ୟ ସମ୍ବାଦ




