ଦେଶ ବିଦେଶ

SCO Summit 2026: ମୋଦୀଙ୍କ ସହ ହାତ ମିଳାଇଲେ ପୁଟିନ-ଜିନପିଙ୍ଗ, ଅଣଦେଖା ହେଲେ ଶେହବାଜ!

ମୋଦୀଙ୍କ ସହ ହାତ ମିଳାଇଲେ ପୁଟିନ... ମୋଦୀଙ୍କ ସହ କଥା ହେଲେ ଜିନପିଙ୍ଗ... କିନ୍ତୁ ପାଖରେ ଛିଡ଼ା ହୋଇଥିବା ଶେହବାଜ ଶରୀଫଙ୍କୁ କେହି ଚାହିଁଲେ ନାହିଁ! ଏସସିଓ ଶିଖର ସମ୍ମିଳନୀରେ ପାକିସ୍ତାନକୁ ମିଳିଲା କି କୂଟନୈତିକ ଝଟକା? ଏକ ମଞ୍ଚରେ ତିନି ତିନିଥର ହେଲା କିରକିରି... ଆଉ ଶେଷରେ ପୁଟିନଙ୍କ ପଛରେ ଦୌଡ଼ି ହାତ ଧରିବାକୁ ପଡ଼ିଲା ଶେହବାଜଙ୍କୁ !

ନୂଆଦିଲ୍ଲୀ:  ମୋଦୀଙ୍କସହହାତମିଳାଇଲେପୁଟିନ… ମୋଦୀଙ୍କସହକଥାହେଲେଜିନପିଙ୍ଗ… କିନ୍ତୁପାଖରେଛିଡ଼ାହୋଇଥିବାଶେହବାଜଶରୀଫଙ୍କୁକେହିଚାହିଁଲେନାହିଁ! ଏସସିଓଶିଖରସମ୍ମିଳନୀରେପାକିସ୍ତାନକୁମିଳିଲାକିକୂଟନୈତିକଝଟକା? ଏକମଞ୍ଚରେତିନିତିନିଥରହେଲାକିରକିରି… ଆଉଶେଷରେପୁଟିନଙ୍କପଛରେଦୌଡ଼ିହାତଧରିବାକୁପଡ଼ିଲାଶେହବାଜଙ୍କୁ ! କିର୍ଗିଜସ୍ତାନରରାଜଧାନୀବିଶକେକରେଆୟୋଜିତହୋଇଥିବାଏସସିଓଶିଖରସମ୍ମିଳନୀଏବେଚର୍ଚ୍ଚାରକେନ୍ଦ୍ରବିନ୍ଦୁ।କାରଣଏଠାରେବିଶ୍ୱନେତାଙ୍କଉପସ୍ଥିତିଠାରୁଅଧିକଚର୍ଚ୍ଚାହେଉଛିପାକିସ୍ତାନପ୍ରଧାନମନ୍ତ୍ରୀଶେହବାଜଶରୀଫଙ୍କୁନେଇ।ସମ୍ମିଳନୀରେପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦୀ, ଚୀନ୍ରାଷ୍ଟ୍ରପତିଶିଜିନପିଙ୍ଗ, ଋଷରାଷ୍ଟ୍ରପତିଭ୍ଲାଦିମିରପୁଟିନଙ୍କଭିତରେଆଲୋଚନାଓସାକ୍ଷାତହୋଇଥିବାବେଳେଶେହବାଜଯେପରିଏକାପଡ଼ିଯାଇଥିବାଦେଖାଯାଇଥିଲେ।   ପ୍ରଥମଦୃଶ୍ୟଥିଲାଗ୍ରୁପ୍ଫଟୋପୂର୍ବର ।

ମଞ୍ଚଉପରେନେତାମାନେଏକାଠିହେଉଥିବାବେଳେଜିନପିଙ୍ଗଓପୁଟିନମୋଦୀଙ୍କୁଦେଖିଅଟକିଯାଇଥିଲେ।ହାତମିଳାଇଥିଲେ, କଥାହୋଇଥିଲେ।ଇରାନରାଷ୍ଟ୍ରପତିମଧ୍ୟମୋଦୀଙ୍କସହଆଲୋଚନାକରିଥିଲେ।କିନ୍ତୁଠିକ୍ପଛରେଛିଡ଼ାହୋଇଥିବାଶେହବାଜଶରୀଫଙ୍କଆଡ଼କୁକେହିଚାହିଁନଥିଲେ।ଏହାକୁପ୍ରଥମକୂଟନୈତିକକିରକିରିବୋଲିକୁହାଯାଉଛି ।ଦ୍ୱିତୀୟଘଟଣାଘଟିଥିଲାଗ୍ରୁପ୍ଫଟୋପରେ।ସମସ୍ତନେତାମଞ୍ଚରୁଓହ୍ଲାଇବାସମୟରେମୋଦୀଓଜିନପିଙ୍ଗଏକାଠିଚାଲିଚାଲିଆଲୋଚନାକରୁଥିଲେ ।କିନ୍ତୁଶେହବାଜଶରୀଫସେଠାରେହାତବାନ୍ଧିଛିଡ଼ାହୋଇରହିଥିଲେ।ମୋଦୀତାଙ୍କଆଡ଼କୁଚାହିଁବିନଥିଲେ।ଏହିଦୃଶ୍ୟସୋସିଆଲମିଡିଆରେଭାଇରାଲହେବାପରେଚର୍ଚ୍ଚାଆହୁରିବଢ଼ିଥିଲା। ତୃତୀୟଓସବୁଠାରୁଚର୍ଚ୍ଚିତମୁହୂର୍ତ୍ତଥିଲାପୁଟିନଙ୍କସହ।ମଞ୍ଚରୁଓହ୍ଲାଇବାପରେପୁଟିନସିଧାବାହାରକୁଯାଉଥିଲେ।ସେତେବେଳେଶେହବାଜତାଙ୍କପଛରେଦୌଡ଼ିଯାଇହାତଧରିଥିଲେ।ଏହାପରେପୁଟିନବୁଲିତାଙ୍କସହକଥାହୋଇଥିଲେ।ଏହିଭିଡିଓଏବେପାକିସ୍ତାନପାଇଁଅସହଜପରିସ୍ଥିତିସୃଷ୍ଟିକରିଛି।

 

 ଏତିକିନୁହେଁ, ସମ୍ମିଳନୀପରେପାକିସ୍ତାନପିଏମଓପକ୍ଷରୁଜାରିହୋଇଥିବାଗ୍ରୁପ୍ଫଟୋରୁନରେନ୍ଦ୍ରମୋଦୀଓକେତେକଅନ୍ୟନେତାଙ୍କୁକ୍ରପ୍କରାଯାଇଥିବାଅଭିଯୋଗମଧ୍ୟଆସିଛି।ଯାହାକୁନେଇରାଜନୈତିକମହଲରେଜୋରଦାରଚର୍ଚ୍ଚାଚାଲିଛି ।  ଏକପଟେମୋଦୀ-ପୁଟିନ-ଜିନପିଙ୍ଗଙ୍କଅନୌପଚାରିକଆଲୋଚନା… ଅନ୍ୟପଟେଶେହବାଜଙ୍କନିରବଉପସ୍ଥିତି।ବିଶକେକରଏହିମଞ୍ଚରୁଯାଇଥିବାବାର୍ତ୍ତାକେବଳଫଟୋକିମ୍ବାଭିଡିଓରେସୀମିତନୁହେଁ, ବରଂଏହାଅଞ୍ଚଳୀୟକୂଟନୀତିରବଦଳୁଥିବାସମୀକରଣକୁମଧ୍ୟସୂଚିତକରୁଛି ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button