ଦେଶ ବିଦେଶ

Abhijit Deepak : ଅଭିଜିତ ଦୀପ୍‌କେ ନିଜ ଡିଗ୍ରି ଦେଖାଇବାକୁ ରାଜି

କକ୍ରୋଚ ଜନତା ପାର୍ଟି(ସିଜେପି) ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ ଆମେରିକାରୁ କରିଥିବା ଡିଗ୍ରିକୁ ନେଇ ସାମାଜିକ ଗଣମାଧ୍ୟମରେ ବାରମ୍ବାର ପ୍ରଶ୍ନ ଉଠିବା ପରେ ସେ ନିଜ ଡିଗ୍ରି ଦେଖାଇବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହାସହିତ ସେ ଏକ ସର୍ତ୍ତ ରଖିଛନ୍ତି।

ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି(ସିଜେପି) ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ ଆମେରିକାରୁ କରିଥିବା ଡିଗ୍ରିକୁ ନେଇ ସାମାଜିକ ଗଣମାଧ୍ୟମରେ ବାରମ୍ବାର ପ୍ରଶ୍ନ ଉଠିବା ପରେ ସେ ନିଜ ଡିଗ୍ରି ଦେଖାଇବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହାସହିତ ସେ ଏକ ସର୍ତ୍ତ ରଖିଛନ୍ତି। ଦୀପ୍‌କେ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଡିଗ୍ରି ଦେଖାଇବେ ତାହା ହେଲେ ସେ ମଧ୍ୟ ତାଙ୍କ ଡିଗ୍ରି ଦେଖାଇବେ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ଦୀପ୍‌କେ ବୋଷ୍ଟନ ବିଶ୍ବବିଦ୍ୟାଳୟରୁ ନିଜ ପାଠ ପଢ଼ାର ରେକର୍ଡ଼ ଉପରେ ନୂଆ ବିବାଦ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚାଲେଞ୍ଜ କରି ଦୁଇଜଣ ନିଜ ନିଜ ଡିଗ୍ରି ଦେଖାଇବାକୁ କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button