ରାଜ୍ୟ
Death: ବିଦ୍ୟୁତ୍ ତାର ଲାଗି ମା’ ଓ ଝିଅ ମୃତ, ଶବ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପରିବାରବର୍ଗଙ୍କ ବିକ୍ଷୋଭ
ଭବାନୀପାଟଣା ସଦର ଥାନା କର୍ଲାଶୋଡା ଗାଁରେ ବିଦ୍ୟୁତ୍ ତାର ଲାଗି ମା’ ଲଳିତା ନାଏକ ଓ ଝିଅ ଶୀତଳ ନାଏକଙ୍କ ମୃତ୍ୟୁ। ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ। ଶବ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ।

ଭବାନୀପାଟଣା: ବିଦ୍ୟୁତ୍ ତାର ଲାଗି ମା ଓ ଝିଅ ମୃତ। ଆମ୍ବୁଲାନ୍ସ ଡେରିରେ ଆସିବା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଶବ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପରିବାରବର୍ଗଙ୍କ ହଂଗାମା।
ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାଶୋଡା ଗାଁର ଘଟଣା। ମୃତା ହେଲେ ମା ଲଳିତା ନାଏକ, ଓ ଝିଅ ଶୀତଳ ନାଏକ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।
ସୌଜନ୍ୟ ସମ୍ବାଦ




