ମନୋରଞ୍ଜନ

Bollywood: ଆଇଆଇଟିଆନ୍‌ରୁ ବଲିଉଡ୍‌ ନାୟକ

ଆଇଆଇଟିରୁ ପାଠପଢ଼ି ମୋଟା ଦରମାରେ ଚାକିରି କରିବା ଅନେକଙ୍କ ସ୍ବପ୍ନ। ହେଲେ ଏଭଳି ସୁନିଶ୍ଚିତ କ୍ୟାରିୟର୍‌କୁ ଛାଡ଼ି ଅଭିନୟର ରାସ୍ତା ବାଛିବା ପରି ସାହସ ସଭିଏଁ କରିପାରନ୍ତି ନାହିଁ।

ଆଇଆଇଟିରୁ ପାଠପଢ଼ି ମୋଟା ଦରମାରେ ଚାକିରି କରିବା ଅନେକଙ୍କ ସ୍ବପ୍ନ। ହେଲେ ଏଭଳି ସୁନିଶ୍ଚିତ କ୍ୟାରିୟର୍‌କୁ ଛାଡ଼ି ଅଭିନୟର ରାସ୍ତା ବାଛିବା ପରି ସାହସ ସଭିଏଁ କରିପାରନ୍ତି ନାହିଁ। ଅଭିନେତା ଜିତେନ୍ଦ୍ର କୁମାର ହେଉଛନ୍ତି ସେଇଭଳି ଜଣେ ଭିନ୍ନ ଉଦାହରଣ। ଆଇଆଇଟିରୁ ବିଟେକ୍‌ କରିବା ପରେ ପାରମ୍ପରିକ ରାସ୍ତା ଛାଡ଼ି ଅଭିନୟ ଦୁନିଆରେ ପାଦ ଥାପିଥିଲେ ସେ। ତାଙ୍କର ଏହି ନିଷ୍ପତ୍ତି ଜିତେନ୍ଦ୍ରଙ୍କୁ ଭିନ୍ନ ପରିଚୟ ପ୍ରଦାନ କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button