ଦେଶ ବିଦେଶ

Film awards-2026: ସେପ୍ଟେମ୍ବର ୨୨ରେ ଝଲସିବ ଭାରତୀୟ ସିନେମାର ଶ୍ରେଷ୍ଠତା

ମଞ୍ଚ ସଜ୍ଜିତ, ଆଲୋକ ବ୍ୟବସ୍ଥା ପ୍ରସ୍ତୁତ ଏବଂ ଭାରତୀୟ ସିନେମାର ଶ୍ରେଷ୍ଠ ପ୍ରତିଭାଙ୍କ ଉପରେ ପଡ଼ିବାକୁ ଯାଉଛି ସ୍ପଟ୍‌ଲାଇଟ୍। ଗୁଜୁରାଟର କେଭାଡିଆ ସ୍ଥିତ ଏକତା ନଗରରେ ୨୨ ସେପ୍ଟେମ୍ବର ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ପ୍ରସ୍ତୁତି...

ନୂଆଦିଲ୍ଲୀ: ମଞ୍ଚ ସଜ୍ଜିତ, ଆଲୋକ ବ୍ୟବସ୍ଥା ପ୍ରସ୍ତୁତ ଏବଂ ଭାରତୀୟ ସିନେମାର ଶ୍ରେଷ୍ଠ ପ୍ରତିଭାଙ୍କ ଉପରେ ପଡ଼ିବାକୁ ଯାଉଛି ସ୍ପଟ୍‌ଲାଇଟ୍। ଗୁଜୁରାଟର କେଭାଡିଆ ସ୍ଥିତ ଏକତା ନଗରରେ ୨୨ ସେପ୍ଟେମ୍ବର ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଭାରତର ରାଷ୍ଟ୍ରପତି ଏହି ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ କରିବେ ଏବଂ ୨୦୨୪ ମସିହା ପାଇଁ ଭାରତୀୟ ସିନେମା କ୍ଷେତ୍ରରେ ହାସଲ କରାଯାଇଥିବା ଉଲ୍ଲେଖନୀୟ ସଫଳତାକୁ ସ୍ୱୀକୃତି ପ୍ରଦାନ କରିବେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button