ଖେଳ
Cricket: ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶିକ୍ଷକ ମଣ୍ଡଳିରେ ଯୁବରାଜ ସିଂହ ସାମିଲ
ଆଗାମୀ ଆଇପିଏଲ୍ ଋତୁ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶିକ୍ଷକ ମଣ୍ଡଳିରେ ପୂର୍ବତନ ଭାରତୀୟ ଅଲ୍ରାଉଣ୍ଡର ଯୁବରାଜ ସିଂହ ସାମିଲ ହୋଇଛନ୍ତି। ତାଙ୍କୁ ଦଳ ସହଯୋଗୀ ଓ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଅଭିଷେକ ଶର୍ମା ଓ ପ୍ରଭସିମ୍ରନ୍ ସିଂହଙ୍କୁ...

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ୍ ଋତୁ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶିକ୍ଷକ ମଣ୍ଡଳିରେ ପୂର୍ବତନ ଭାରତୀୟ ଅଲ୍ରାଉଣ୍ଡର ଯୁବରାଜ ସିଂହ ସାମିଲ ହୋଇଛନ୍ତି। ତାଙ୍କୁ ଦଳ ସହଯୋଗୀ ଓ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଅଭିଷେକ ଶର୍ମା ଓ ପ୍ରଭସିମ୍ରନ୍ ସିଂହଙ୍କୁ ପ୍ରଶିକ୍ଷିତ କରିଥିବା ଯୁବିଙ୍କ ଏହା ପ୍ରଥମ ଆନୁଷ୍ଠାନିକ ପ୍ରଶିକ୍ଷକ ଦାୟିତ୍ବ। ସେ ମୁଖ୍ୟ ପ୍ରଶିକ୍ଷକ ସୌରଭ ଗାଙ୍ଗୁଲିଙ୍କ ସହ କାର୍ଯ୍ୟ କରିବେ।
ସୌଜନ୍ୟ ସମ୍ବାଦ




