ମନୋରଞ୍ଜନ
Tuesday Box Office: ଦଶହରାରେ ‘ଜେଲର୍ ୨’ଏବଂ’ ଦୃଷ୍ୟମ-୩ର ଲାଗିଲା ଲଟେରି, ‘ପ୍ରହର’ ଏବଂ ‘ନୟୀ ନାଭେଲି’ର କଲେକ୍ସନ କେତେ

ମୁମ୍ବାଇ,୨୧ \୧୦: ମଙ୍ଗଳବାର ଦିନ ଦଶହରା ଛୁଟି ଥିବାରୁ ଥିଏଟର ଗୁଡ଼ିକରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏବଂ ପ୍ରେକ୍ଷାଳୟରେ ଉପଲବ୍ଧ ସିନେମା ଗୁଡ଼ିକ ଏଥିରୁ ଲାଭବାନ ହୋଇଥିଲେ । “ଜେଲର-2” ଏକ ବମ୍ପର ଲାଭ କରିଥିବା ବେଳେ “ପ୍ରହାର” ଠାରୁ “ନୟୀ ନଭେଲି” ଏବଂ “ରଣାବଳୀ” ମଧ୍ୟ ଭଲ ଇନକମ୍ କରିଛି । ଅଜୟ ଦେବଗନଙ୍କ “ଦୃଶ୍ୟମ -3” ମଧ୍ୟ ଭଲ ପ୍ରଦର୍ଶନ କରିଛି ।
” ଜେଲର 2″ କେତେ ରୋଜଗାର କରିଥିଲା?
ରଜନୀକାନ୍ତଙ୍କ “ଜେଲର 2” ବକ୍ସ ଅଫିସରେ କିଙ୍ଗ୍ ପାଲଟିଛି । ପ୍ରଥମ ସେପ୍ତାହରେ, ଏହା ୪୨.୩୫ କୋଟି ରୋଜଗାର କରିଥିଲା । ଦଶହରାରେ ଫିଲ୍ମର କଲେକ୍ସନ ଆହୁରି ବଢ଼ିଛି । ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, ‘ଜେଲର୍ 2’ ରିଲିଜ୍ ହେବାର ଷଷ୍ଠ ଦିନରେ ୪୫.୫୫ କୋଟି ଟଙ୍କା ସଂଗ୍ରହ କରିଛି । ଭାରତରେ ଏହି ଫିଲ୍ମର ନେଟ୍ ଆୟ ଏବେ ୨୮୭.୮୦ କୋଟି ଟଙ୍କା ହୋଇଛି ।
ସୌଜନ୍ୟ ପ୍ରମେୟ




