ଦେଶ ବିଦେଶ

Amitabh, Akshay, and Aamir: ସୁଟର୍‌ଙ୍କ ଟାର୍ଗେଟ୍‌ରେ ଅମିତାଭ, ଅକ୍ଷୟ ଓ ଅମିର: ଟାଇଗରଙ୍କୁ ଗୁଳି କରିବା ପାଇଁ ବନ୍ଧୁକ ଆଣିଥିଲେ ଉତ୍ତରପ୍ରଦେଶର ଦୁଇ ମହିଳା

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରକୁ ଗୁଳିମାଡ଼ ଘଟଣାରେ ତଦନ୍ତ ତ୍ବରାନ୍ବିତ ହେବା ସହ ନୂଆ ତଥ୍ୟ ସାମନାକୁ ଆସିଛି। ଟାଇଗରଙ୍କୁ ଟାର୍ଗେଟ୍‌ କରିବା ପୂର୍ବରୁ ଅଭିଯୁକ୍ତମାନେ ବଲିଉଡ୍‌ର ତିନି ପ୍ରମୁଖ ଅଭିନେତା ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରକୁ ଗୁଳିମାଡ଼ ଘଟଣାରେ ତଦନ୍ତ ତ୍ବରାନ୍ବିତ ହେବା ସହ ନୂଆ ତଥ୍ୟ ସାମନାକୁ ଆସିଛି। ଟାଇଗରଙ୍କୁ ଟାର୍ଗେଟ୍‌ କରିବା ପୂର୍ବରୁ ଅଭିଯୁକ୍ତମାନେ ବଲିଉଡ୍‌ର ତିନି ପ୍ରମୁଖ ଅଭିନେତା ଅମିତାଭ ବଚ୍ଚନ, ଅକ୍ଷୟ କୁମାର ଓ ଆମିର ଖାନ୍‌ଙ୍କ ଘର ନିକଟରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ତେବେ କଡ଼ା ସୁରକ୍ଷା ଯୋଗୁଁ ସେମାନେ ଯୋଜନା ବଦଳାଇ ଟାଇଗରଙ୍କୁ ଟାର୍ଗେଟ୍‌ କରିଥିବା ଅଭିଯୋଗ ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button