ଦେଶ ବିଦେଶ
Durga idol immersion: ମୂର୍ତ୍ତି ବସିର୍ଜନ ବେଳେ ଡ୍ୟାମ୍ରେ ବୁଡ଼ିଗଲେ ଦୁଇ ଯୁବକ, ଆହତ ତିନି ଜଣ ଉଦ୍ଧାର
ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ଦେବେନ୍ଦ୍ରନଗର ଥାନା ଅଞ୍ଚଳର ଦେବେନ୍ଦ୍ରନଗର-ବାରାଗାଓଁ ଡ୍ୟାମ୍ରେ ଦୁର୍ଗାମୂର୍ତ୍ତି ବିସର୍ଜନ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପାଣିକୁ ମୂର୍ତ୍ତି ବୋହି ନେଉଥିବା ସମୟରେ ଦୁଇ ଜଣ ଯୁବକ ବୁଡ଼ି ଯାଇଛନ୍ତି। ଅନ୍ୟ ତିନି ଜଣ ଆହତ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ପନ୍ନା: ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ଦେବେନ୍ଦ୍ରନଗର ଥାନା ଅଞ୍ଚଳର ଦେବେନ୍ଦ୍ରନଗର-ବାରାଗାଓଁ ଡ୍ୟାମ୍ରେ ଦୁର୍ଗାମୂର୍ତ୍ତି ବିସର୍ଜନ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପାଣିକୁ ମୂର୍ତ୍ତି ବୋହି ନେଉଥିବା ସମୟରେ ଦୁଇ ଜଣ ଯୁବକ ବୁଡ଼ି ଯାଇଛନ୍ତି। ଅନ୍ୟ ତିନି ଜଣ ଆହତ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ସୌଜନ୍ୟ ସମ୍ବାଦ




