ରାଜ୍ୟ
DJ Vehicle: ଟାୟାର ଫାଟି ଓଲଟିଲା ଡିଜେ ଗାଡ଼ି: ଜଣେ ମୃତ, ୧୦ରୁ ଅଧିକ ଆହତ
ମାଥିଲି ନିକଟରେ ବଡ଼ ଦୁର୍ଘଟଣା। ଟାୟାର ଫାଟିଯିବାରୁ ଦୁର୍ଘଟଣାଗ୍ରସ୍ତ ହେଲା ଡିଜେ ଗାଡ଼ି। ଏଥିରେ ୧୦ରୁ ଅଧିକ ଜଣ ଆହତ ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ନିକଟରେ ବଡ଼ ଦୁର୍ଘଟଣା। ଟାୟାର ଫାଟିଯିବାରୁ ଦୁର୍ଘଟଣାଗ୍ରସ୍ତ ହେଲା ଡିଜେ ଗାଡ଼ି। ଏଥିରେ ୧୦ରୁ ଅଧିକ ଜଣ ଆହତ ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।
ସୌଜନ୍ୟ ସମ୍ବାଦ




