ଦେଶ ବିଦେଶ
Abhijit Dipke: ଇନ୍ଷ୍ଟାଗ୍ରାମ୍ରେ ସରକାର ବିରୋଧୀ ମତ ଦମନ ଅଭିଯୋଗ, କେନ୍ଦ୍ରକୁ ଘେରିଲେ ଅଭିଜିତ ଦୀପ୍କେ
ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମ୍ରେ ସରକାରଙ୍କୁ ସମାଲୋଚନା କରୁଥିବା ପୋଷ୍ଟ ଓ ଆକାଉଣ୍ଟ ହଟାଯାଉଥିବା ଅଭିଯୋଗକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କକ୍ରୋଚ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପ୍କେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମ୍ରେ ସରକାରଙ୍କୁ ସମାଲୋଚନା କରୁଥିବା ପୋଷ୍ଟ ଓ ଆକାଉଣ୍ଟ ହଟାଯାଉଥିବା ଅଭିଯୋଗକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କକ୍ରୋଚ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପ୍କେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସରକାରଙ୍କୁ ପ୍ରଶ୍ନ କରୁଥିବା ଲୋକଙ୍କ ମତକୁ ରୋକିଦେଲେ ସେମାନଙ୍କ ସମସ୍ୟାର ସମାଧାନ ହେବନାହିଁ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




