ଓଡିଶା
Action Taken: ଜେଲର୍ ସନ୍ତୋଷିନୀ ଦାଶ ନିଲମ୍ବିତ, ଚୌଦ୍ବାର ଜେଲରୁ ୨ ବିହାରୀ କଏଦୀ ଫେରାର୍ ମାମଲାରେ ହୋଇଥିଲେ ବଦଳି
ଜେଲର ସନ୍ତୋଷିନୀ ଦାଶ ନିଲମ୍ବିତ। କଣ୍ଟାବାଞ୍ଜି ଉପକାରାଗାର ଜେଲର୍ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ବାର ଜେଲରୁ କଣ୍ଟାବାଞ୍ଜି ଜେଲକୁ ତାଙ୍କୁ ବଦଳି କରାଯାଇଥିଲା। ତେବେ ନିଜ କର୍ତ୍ତବ୍ୟରେ ଅବହେଳା ଏବଂ ଆଚରଣ ପାଇଁ ତାଙ୍କୁ ନିଲମ୍ବନ କରିଛନ୍ତି ଜେଲ୍ ଡିଜି।