ସଇଁତଳାସ୍ଥିତ ହୋଣ୍ଡା ଶୋ ରୁମ୍ ମାଲିକଙ୍କ ପୁଅକୁ କାର ଚଢ଼ାଇ ମାରିବାର ଉଦ୍ୟମ କରିବାକୁ ନେଇ ଶୋରୁମ ମାଲିକ ସଇଁତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୁବକ ଜଣଙ୍କ ଗୋଡ଼ ଭାଙ୍ଗି ଯାଇଛି।
ସଇଁତଳା:ସଇଁତଳାସ୍ଥିତହୋଣ୍ଡାଶୋରୁମ୍ମାଲିକଙ୍କପୁଅକୁକାରଚଢ଼ାଇମାରିବାର ଉଦ୍ୟମ କରିବାକୁନେଇଶୋରୁମମାଲିକସଇଁତଳାଥାନାରେଲିଖିତଅଭିଯୋଗ କରିଛନ୍ତି।
ଯୁବକଙ୍କ ଗୋଡ଼ ଭାଙ୍ଗି ଯାଇଛି
ସଇଁତଳା ବ୍ଲକ ଛକ ପଡ଼ାର ଟିନସ ଅଗ୍ରୱାଲ ନବୀନ ଛକରେ ଥିବା ନିଜର ଶୋ ରୁମ ସାମ୍ନା ରେ ଛିଡ଼ା ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଓଡି ୧୭ପି୪୭୭୭ ଧଳା ରଙ୍ଗର କାର ଟି ଧକ୍କା ଦେଇ ପଛଘୁଞ୍ଚା ଦେଇ ପୁଣି ଦ୍ରୁତ ଗତିରେ ଫେରାର ହୋଇଯାଇଛି। ଯାହା ଫଳରେ ଛିଡ଼ା ହୋଇଥିବା ଯୁବକ ଜଣଙ୍କ ଗୋଡ଼ ଭାଙ୍ଗି ଯାଇଛି। ତେବେ ଏନେଇ ସଇଁନ୍ତଲା ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ

