Breaking News

ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ, ସ୍ୱାକ୍ଷରିତ ହେଲା ବୁଝାମଣା…

Investment Rs 8000 Crore, Employment for 5000 Odisha Witnessing Rapid Industrialization Under Visionary Leadership of Naveen Patnaik- KM Birla Let's Make Odisha a Shining Example of Harmonious Development of Business and…

ବିଶ୍ୱର ସ୍କିଲ କ୍ୟାପିଟାଲ ଭାବେ ରୂପାନ୍ତରିତ ହୋଇଛି ଓଡ଼ିଶା; ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶ୍ୱର ସ୍କିଲ କ୍ୟାପିଟାଲ ଭାବେ ରୂପାନ୍ତରିତ ହୋଇଛି ଓଡ଼ିଶା । BPUT ଦେଶ ଓ ରାଜ୍ୟ ପାଇଁ ବହୁ ଟେକ୍ନୋକ୍ରାଟ ସୃଷ୍ଟି କରିଛି  । ଆମ ସମସ୍ତଙ୍କୁ ଆଧୁନିକ ଟେକ୍ନୋଲଜି ସହ ଅପଡେଟ ରହିବାକୁ ପଡ଼ିବ । ଏହି କାର୍ଣ୍ଣିଭାଲ ଦ୍ୱାରା ବେଷ୍ଟ ଟ୍ୟାଲେଣ୍ଟ ବାହାରିବେ  । ଆଜି ବିପିୟୁଟି…

ଆମ ଶିକ୍ଷା ଜଗତ ଭାରତକୁ ଅମୃତକାଳରେ ନୂଆ ଉଚ୍ଚତାରେ ପହଞ୍ଚାଇବ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶ ପାଇଁ ବଳିଦାନ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଓଡ଼ିଶା ସମେତ ଦେଶବ୍ୟାପୀ ମୋ ମାଟି, ମୋ ଦେଶ ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ…

ଫୁଲବାଣୀରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ମୂଲ୍ୟାୟନ ସମ୍ପର୍କରେ ଆଲୋଚନା

ଫୁଲବାଣୀ : ଫୁଲବାଣୀ ପୌର ପରିଷଦର ହୋଲଡିଂ ଟ୍ୟାକ୍ସ ବୃଦ୍ଧି ପାଇଁ ହୋଇଥିବା ତୃଟିପୂର୍ଣ୍ଣ ମୂଲ୍ୟାୟନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ନିର୍ବାଚିତ କାଉନସେଲ ଟ୍ୟାକ୍ସ ବୃଦ୍ଧି ପାଇଁ ଅଧିକୃତ। କିନ୍ତୁ ଦୀର୍ଘ ଦିନ ଧରି ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ କାଉନସଲରମାନଙ୍କୁ ଅବଗତ…

ନୋଟାରୀ ରାଜଲକ୍ଷ୍ମୀ ପତିଙ୍କୁ ବେଆଇନ ସତ୍ୟପାଠ ପ୍ରସ୍ତୁତି ମାମଲାରେ ଆଇନ ବିଭାଗ ପକ୍ଷରୁ ଚେତାବନୀ

କଟକ: ବେଆଇନ ସତ୍ୟପାଠ ପ୍ରସ୍ତୁତି ମାମଲାରେ କଟକର ନୋଟାରୀ ରାଜଲକ୍ଷ୍ମୀ ପତିଙ୍କୁ ଆଇନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ଦରପୁରରେ ବସ୍ତି ବାସିନ୍ଦାଙ୍କ ପାଇଁ ଉଦିଷ୍ଟ ଆବାସ ଦୁର୍ନୀତିରେ ଜଣେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ରାଜାକରଣ ଗିରଫ ହୋଇଥିଲେ । ଏଥିରେ ବେଆଇନ ସତ୍ୟପାଠ…

ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଓଡିଶା, ସଦାସର୍ବଦା ଜାରି ରହିଛି ଉନ୍ନତିକରଣ କାର୍ଯ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ଭାରତର ସବୁଠାରୁ ବଡ଼ ଓଡ଼ିଆ ସାହିତ୍ୟ ମହୋତ୍ସବ (OLF) - 2023  ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇଦିନିଆ ଉତ୍ସବରେ 18 ଟି ଅଧିବେଶନ ଆୟୋଜିତ ହୋଇଥିଲା, ଯାହା ଭାରତୀୟ ଏଵଂ ଓଡ଼ିଶା ସାହିତ୍ୟ , ଚଳଚ୍ଚିତ୍ର,ସଙ୍ଗୀତ ରୁ କଳା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଭିତ୍ତିକ ଥିଲା।…

ପ୍ରତ୍ୟେକ ଜୀବନ ମୂଲ୍ୟବାନ, ଆତ୍ମହତ୍ୟା ରୋକିବା ପାଇଁ ସମସ୍ତ ପ୍ରୟାସ ପ୍ରଶଂସନୀୟ: କୁଳପତି

ଭୁବନେଶ୍ୱର: ଲକ୍ଷ୍ୟ ପୂରଣରେ ବିଫଳ ହେଲେ ବିଷାଦଗ୍ରସ୍ତ ମଣିଷ ଆତ୍ମହତ୍ୟାର ବାଟ ବାଛିନେଉଛି। ରାଜ୍ୟରେ ଆତ୍ମହତ୍ୟା ସଂଖ୍ୟାରେ ପ୍ରବଣତା ବଢୁଥିବା ଲକ୍ଷ୍ୟ କରାଯାଉଛି। ଅଧିକାଂଶ କ୍ଷେତ୍ରରେ ପାରିବାରିକ କଳହ, ପାଠପଢା ଚାପ ଓ ଚାକିରିରେ ବିଫଳତା ଆତ୍ମହତ୍ୟା ହାର ବଢୁଛି। ଏହାସହିତ ପ୍ରେମରେ…

୨୦ହଜାର ଶିକ୍ଷକ ପଦବିରେ ଠିକା ନିଯୁକ୍ତି ପ୍ରସଙ୍ଗ – ୪ମାସରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବଦଳାଇଲା କିଏ ?

ଭୁବନେଶ୍ୱର: ଅକ୍ଟୋବର ୨୦୨୨ରେ ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଶାରୁ ଠିକା ନିଯୁକ୍ତି ହଟିଗଲା ବୋଲି ଘୋଷଣା କରିଥିଲେ। ପୁଣି ଏପ୍ରିଲ ୨୦୨୩ରେ ଆଉ ଥରେ ଘୋଷଣା କଲେ ଯେ, ଓଡ଼ିଶାରେ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଆଉ କେହି ଠିକା ଶିକ୍ଷକ ରହିବେ ନାହିଁ। ତାହାଲେ ପୁଣି ରବିବାର ଏହି ଠିକା ନିଯୁକ୍ତି ନେଇ…

ନବୋଦୟ ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବାକୁ ଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କ ସହଯୋଗ ଅପରିହାର୍ଯ୍ୟ

ଫୁଲବାଣୀ: ଫୁଲବାଣୀ ଜବାହାର ନବୋଦୟ ବିଦ୍ୟାଳୟ ତୁଡିପାଜୁ ଠାରେ ଶିକ୍ଷକ ଅଭିଭାବକ ବୈଠକ ସେପ୍ଟେମ୍ବର ୧୦ତାରିଖରେ ଅନୁଷ୍ଠିତ ହୋଇଯାଇଛି.। ନବୋଦୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତାରାଣୀ ପଣ୍ଡା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଶିକ୍ଷକ-ଅଭିଭାବକଙ୍କୁ ନେଇ ଏକ କମିଟି…

ଜୀବନରେ ସଫଳତା ପାଇବା ପାଇଁ ଶୃଙ୍ଖଳା ନୀତି ଆପଣେଇବା ଦରକାର

ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ନାଲକୋ ମାନମ୍ବ ସମ୍ବଳ ବିଭାଗର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନେତୃତ୍ୱ…