Breaking News

ମଲରେ ଚାଲିଥିଲା ‘ଦେହ ବେପାର’, ଖରାପ କାମ କରୁଥିବା ବେଳେ ୧୦୦ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦର ପାସିଫିକ୍ ମଲ୍ ଭିତରେ ଥିବା ଆଠଟି ସ୍ପା ସେଣ୍ଟର ନାମରେ ଦେହ ବେପାର ମାମଲାରେ ପ୍ରାୟ ୧୦୦ ଜଣଙ୍କୁ ଗିରଫ କରାଯିବା ପରେ ପୋଲିସ ବର୍ତ୍ତମାନ ଏହି ସେଣ୍ଟରଗୁଡିକର ଫେରାର ଅପରେଟର ଏବଂ ମ୍ୟାନେଜର ଉପରେ ୨୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଛି । ବୁଧବାର ସନ୍ଧ୍ୟାରେ…

ଉଦୟପୁରରେ ହେବ ପରିଣୀତି-ରାଘବଙ୍କ ବିବାହ!

ଉଦୟପୁର: ଖୁବଶୀଘ୍ର ବାଜିବ ଶାହାନାଇ। ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିକଟରେ ନିର୍ବନ୍ଧ ହୋଇଥିଲା। ଏଥିରେ ବହୁ ବଲିଉଡ ତାରକା ଯୋଗ ଦେଇଥିଲେ। ତେବେ ଆଜି ଆଉ ଏକ ଖବର ବି-ଟାଉନରୁ ଆସିଛି। ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ନେତା ରାଘବ ଚଡ୍ଡାଙ୍କ ବିବାହ ରାଜସ୍ଥାନର…

ଦେଶରେ ପ୍ରଥମ : କ୍ଲୋନିଂ ପଦ୍ଧତିରେ ଜନ୍ମ ହୋଇ ପୂରା ସୁସ୍ଥ ଅଛି ବାଛୁରୀ ‘ଗଙ୍ଗା’

ନୂଆଦିଲ୍ଲୀ : ଦୁନିଆରେ ପ୍ରତ୍ୟେକ ଜୀବର ଜନ୍ମ ସ୍ୱତନ୍ତ୍ର। କିନ୍ତୁ  ଏହି ବର୍ଷ ମାର୍ଚ୍ଚ ୧୬ ତାରିଖରେ ଜନ୍ମିତ ବାଛୁରୀ ‘ଗଙ୍ଗା’ ର ଜନ୍ମ ସଂପୂର୍ଣ୍ଣ ଭାବେ ଭିନ୍ନ । ଗଙ୍ଗା ହେଉଛି ଭାରତର ପ୍ରଥମ କ୍ଲୋନଡ୍ ଗାଈ ବା କ୍ଲୋନିଂ ପଦ୍ଧତିରେ ଜନ୍ମିତ ଗାଈ। ଗଙ୍ଗା ହରିୟାଣାର କର୍ଣ୍ଣାଲରେ ଥିବା…

ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ, ରୁପା ଛାଉଣୀ ହେବ ସିଂହଦ୍ୱାର

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ରୁପା ଛାଉଣୀ କରାଯିବ ମରାମତି ହେବ । ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ ବୋଲି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଉଭୟ କାର୍ୟ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ…

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ରଗ୍‌ବୀରେ କିଟ୍‌କୁ ସ୍ବର୍ଣ୍ଣ, ରୌପ୍ୟ

ଭୁବନେଶ୍ୱର : ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ), ଭାରତୀୟ ବିଶ୍ବବିଦ୍ୟାଳୟ ସଂଘର ମିଳିତ ସହଯୋଗରେ ଉତ୍ତରପ୍ରଦେଶରେ ଚାଲିଥିବା ତୃତୀୟ ଖେଲୋ ଇଣ୍ଡିଆ​‌ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କିଟ୍‌ ବିଶ୍ବବିଦ୍ୟାଳୟ ରଗ୍‌ବୀରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛି। କିଟ୍‌ ମହିଳା ରଗ୍‌ବୀ ଦଳ ସ୍ବର୍ଣ୍ଣ…

କାଲି ନୂଆ ସଂସଦ ପ୍ରତିଷ୍ଠା ହେବ, ଆଜି ରାଜଦଣ୍ଡ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରବିବାର ସନ୍ଧ୍ୟାରେ ନୂତନ ସଂସଦ ଭବନ ଉଦଘାଟନ ପୂର୍ବ ସଂଧ୍ୟାରେ ତାମିଲନାଡୁର ରୁବଦୁଥୁରାଇ ଆଧୀନମ (ମଠ)ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଐତିହାସିକ ରାଜଦଣ୍ଡ ‘ସଙ୍ଗୋଲ’କୁ ହସ୍ତାନ୍ତର କରାଯାଇଛି। ଏହା କାଲି ନୂତନ ସଂସଦ ଭବନରେ ସ୍ଥାପିତ ହେବ। ମଠର ମୁଖ୍ୟ ପୁରୋହିତ…

ପୁନରୁଦ୍ଧାର ହେବ ଗଙ୍ଗୁଆ ନାଳ, ରିପୋର୍ଟ ତଲବ କଲା ଜଳସମ୍ପଦ ବିଭାଗ

ଭୁବନେଶ୍ବର: ସହରରୁ ବର୍ଷା ଜଳ ନିଷ୍କାସନ କରିବାରେ ପ୍ରମୁଖ ଭୂମିକା ନିଭାଉଥିବା ଗଙ୍ଗୁଆ ଏବେ ଜବରଦଖଲ ହେବାରେ ଲାଗିଛି। ଫଳରେ ବର୍ଷାଜଳ ନିଷ୍କାସିତ ହୋଇପାରୁ ନାହିଁ। ଯେଉଁଥିପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବିଶେଷକରି ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଅଞ୍ଚଳ ବାସିନ୍ଦାଙ୍କ ସମେତ କେତେକ ତଳି…

ତାତିରୁ ମିଳିବ ଆଶ୍ୱସ୍ତି ! ଆଗାମୀ ୩ ଦିନ କମ୍ ରହିବ ତାପମାତ୍ରା

ଭୁବନେଶ୍ୱର: ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ଆଗାମୀ ୩ ଦିନ ପାଇଁ ଦିନ ତାପମାତ୍ରା କିଛି କିଛି ସ୍ଥାନରେ ସାମାନ୍ୟ କମିବ । ଆଭ୍ୟନ୍ତରିଣୀ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ଦିନ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ପାଖାପାଖି ଛୁଇଁପାରେ । ଉପକୂଳ ସହ ଆଭ୍ୟନ୍ତରିଣ ଓଡ଼ିଶାର କିଛି କିଛି…

ଚାଞ୍ଚଲ୍ୟ: ପଥରରେ ଛେଚି ମହିଳାଙ୍କୁ ମାରିବା ପରେ ତାଙ୍କ ମାଂସ ଖାଇଲା ଯୁବକ

ମୁମ୍ବାଇ: ରାଜସ୍ଥାନର ପାଲି ଜିଲ୍ଲାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସରଘନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଛେଳି ଚରାଇବା ସମୟରେ ଜଣେ ବୃଦ୍ଧ ମହିଳାଙ୍କୁ ପଥରରେ ଛେଚି ଜଣେ ଯୁବକ ମାରିଦେଇଥିଲା। ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କି…

ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ୨୨୩ ଜଣ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ

ଭୁବନେଶ୍ୱର: ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ୨୨୩ ଜଣ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ସରକାରୀ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ପାଇଁ ବାରମ୍ବାର ଯୋଗାଯୋଗ କରାଯାଇଥିଲା । ମାତ୍ର ସେମାନେ ଏହାର କୌଣସି ସୂଚନା ଦେଇ ନଥିଲେ ।…