Breaking News

ଚିଲିକାର ପୂର୍ବ ଉପକୂଳରେ ପ୍ରତ୍ନତାତ୍ତ୍ବିକ ଅନୁସନ୍ଧାନ: ଖପରାରେ ତୃତୀୟ ଶତାବ୍ଦୀର ବ୍ରାହ୍ମୀ ଲିପି

ପୁରୀ : ଚିଲିକାର ପୂର୍ବ ଉପକୂଳରେ ତୃତୀୟ ଶତାବ୍ଦୀର ବୃହତ୍‌ ପ୍ରତ୍ନତାତ୍ତ୍ବିକ ଅନୁସନ୍ଧାନ ମିଳିଛି। ପୁରୀ ଜିଲ୍ଲା କଣାସ ବ୍ଲକ୍‌ ଦେଇପୁର ପଞ୍ଚାୟତ ଅନ୍ତର୍ଗତ ତେଲେଙ୍ଗାପଡ଼ା ଗ୍ରାମ ସିଦ୍ଧପଡ଼ା ଡିହ ଚିଲିକା କୂଳରୁ ମାତ୍ର ୮୦ ମିଟର ଦୂର। ଏଠାରେ ପ୍ରତ୍ନତାତ୍ତ୍ବିକ ସ୍ଥଳଟି ଏକ ବିଶାଳକାୟ…

ପୂର୍ବ ଢାଞ୍ଚାରେ ହେବ ମାଟ୍ରିକ, ବର୍ଷ ‌ଶେଷକୁ ଗୋଟିଏ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(‌ବୋର୍ଡ) ଦ୍ବାରା ପରିଚାଳିତ ୨୦୨୪ର ମାଟ୍ରିକ୍ ପରୀକ୍ଷା ପୂର୍ବ ଢ଼ାଞ୍ଚା ଅନୁସାରେ ଅନୁଷ୍ଠିତ ହେବ। ଗଲା ଦୁଇ ବ‌ର୍ଷ ଧରି ଚାଲିଥିବା ବାର୍ଷିକ ଦୁଇଟି ସମ୍ମେଟିଭ୍ ଆସେସ୍‌ମେଣ୍ଟ (ଏସ୍‌ଏ-୧ ଓ ଏସ୍‌ଏ-୨) ପରୀକ୍ଷାକୁ ପରିବର୍ତ୍ତନ କରି ବର୍ଷ ‌ଶେଷକୁ ଗୋଟିଏ…

କନ୍ଧମାଳରେ ପୁଲିସ ଓ ମାଓବାଦୀ ଗୁଳିବିନିମୟ ଜାରି, ମିଳିଲାଣି ବିପୁଳ ମାଓ ସାମଗ୍ରୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଏବଂ ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଢ଼ାନଈର ଦକ୍ଷିଣ ସଂରକ୍ଷଣ ସିନ୍ଧିପଙ୍ଖାଲ ଜଙ୍ଗଲରେ ଗତ ଦୁଇଦିନ ଧରି ମାଓବାଦୀ ଓ ପୁଲିସ ମଧ୍ୟରେ ଛକାପଞ୍ଝା, ଗୁଳି ବିନିମୟ ଜାରି ରହିଛି। କମ୍ବିଂ ଅପରେସନ୍‌ରେ ପୁଲିସ ଏକାଧିକ ମାଓ କ୍ୟାମ୍ପ୍‌ ଧ୍ବଂସ କରିବା ସହିତ…

ହାତୀ କ୍ଷୀରରେ ଥାଏ ୬୦ ପ୍ରତିଶତ ଆଲକୋହଲ

ନୂଆଦିଲ୍ଲୀ: ପ୍ରୋଟିନ ପାଇଁ ଆମେମାନେ ମୁଖ୍ୟତଃ କ୍ଷୀର ପିଇଥାଉ । ବିଶେଷ କରି ଛୋଟ ପିଲାମାନଙ୍କୁ ପିଇବାକୁ କ୍ଷୀର ଦିଆଯାଇଥାଏ । ଏହା ବ୍ୟତୀତ କ୍ଷୀରରୁ ତିଆରି ସାମଗ୍ରୀ ଦହି, ଛେନା, ଲହୁଣୀ ଆମର ଦୈନନ୍ଦିନ ଖାଦ୍ୟପଦାର୍ଥରେ ସାମିଲ ହୋଇଥାଏ । ତେବେ ସାଧାରଣତଃ ଆମମାନଙ୍କ ଘରକୁ ଗାଈ, ମଇଁଷିଙ୍କ…

୩ କଲରାପତରିଆ ବାଘ ଛାଲ ଜବତ କଲା ଏସ୍‌ଟିଏଫ୍‌, ସୁରାକ ପାଇପାରିଲାନି ସ୍ଥାନୀୟ ପୁଲିସ ଓ ବନ ବିଭାଗ

ରାୟଗଡା: ରାୟଗଡା ସହରର ସିରିଗୁଡା ସ୍ୱର୍ଗଧାମ ଛକ ନିକଟରୁ ବାଘ ଛାଲ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡା-କୋରାପୁଟ ନିକଟସ୍ଥ ଏକ ସ୍ଥାନରେ ଓଡ଼ିଶା ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଚଢ଼ଉ କରି ଜଣେ ବନ୍ୟପ୍ରାଣୀ ଅପରାଧୀକୁ ଗିରଫ କରିଛି। ଏଥିସହ…

ଆସୁଛି ଓଡ଼ିଶାରେ ବଡ଼ ଧରଣର ନିଯୁକ୍ତି ସୁଯୋଗ, ପୂରଣ ହେବ ୧୧ ହଜାରରୁ ଅଧିକ ପଦବୀ

ଭୁବନେଶ୍ୱର : ଆପଣ ଯଦି ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି ଓ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି, ତା’ହେଲେ ଏକ ସୁବର୍ଣ୍ଣ ସୁଯୋଗ। ଖୁବ୍‌ଶୀଘ୍ର ଓଡ଼ିଶାରେ ୧୧ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିବାକୁ ଯାଉଛି। ଆସନ୍ତା କିଛି ମାସ ମଧ୍ୟରେ ଖାଲି ପଡ଼ିଥିବା…

ସକାଳେ ଟାଇଁ ଟାଇଁ ଖରା, ଅପରାହ୍ଣରେ ନିର୍ଦ୍ଧୁମ ବର୍ଷା !

ଭୁବନେଶ୍ୱର : ଦିନ ଗୋଟାଏ ଯାଏଁ ସହି ହେଉନଥିଲା ଗରମ । କିନ୍ତୁ ଗୋଟାଏ ପରେ ହଠାତ କାଳବୈଶାଖୀ ପ୍ରଭାବରେ ସମ୍ପୂର୍ଣ୍ଣ ବଦଳିଗଲା ପାଣିପାଗ । ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାତିରେ ବ୍ରେକ୍ ଲଗାଇଛି କାଳବୈଶାଖୀ ବର୍ଷା । ତାସହ ରାଜ୍ୟର ଅନ୍ୟ କିଛି…

ବଢ଼ୁଛି ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା : ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କୁ ଦେଖିବାକୁ ଚାହାନ୍ତି ୪୩ ଓ ରାହୁଲଙ୍କୁ ୨୭%…

ନୂଆଦିଲ୍ଲୀ: ବଢୁଛି ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା । ଗତ କିଛି ଦିନ ଭିତରେ ରାହୁଲ ଗାନ୍ଧୀ ରାଜନୀତିରେ ଏମିତି ପରିପକ୍ୱ ଆଚରଣ ଦେଖାଇଛନ୍ତି ଯେ ତାଙ୍କର ଗ୍ରହଣୀୟତା ବଢିଯାଇଛି । ଭାରତ ଯୋଡ ଯାତ୍ରାରେ ପ୍ରାୟ ସାଢେ ୩ ହଜାର ୫୦୦ କିଲୋମିଟର ବୁଲିବା ପରେ ପରେ ଲୋକଙ୍କ ଭିତରେ ରାହୁଲଙ୍କ ଛବି…

ମୃତ୍ୟୁ ମୁହଁରେ ‘କାଞ୍ଚି’: ଥିଲା ଜୀବନରେଖା , ଆଜି ଶୁଖିଲା

ପୁରୀ: ଭାର୍ଗବୀର ଅନ୍ୟତମ ପ୍ରମୁଖ ଶାଖା ନଦୀ ହେଉଛି ‘କାଞ୍ଚି’ ନଦୀ। ୧୦ ବର୍ଷ ତଳେ ଯେଉଁ କାଞ୍ଚି ନଦୀର କାଚକେନ୍ଦୁ ଭଳି ପାଣି ହଜାର ହଜାର ଗ୍ରାମବାସୀଙ୍କ ଜୀବନରେଖା ସାଜିଥିଲା, ସେ ଆଜି ମୃତପ୍ରାୟ। ଯେଉଁ ନଦୀର ପାଣି ଯୋଗୁ ହଜାର ହଜାର ଚାଷୀଙ୍କ ମୁହଁରେ ହସ ଫୁଟୁଥିଲା, ତାହା ଆଜି ଶୁଖିଲା…

ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ୧୧୦୦ ଶିକ୍ଷାନୁଷ୍ଠାନର ୮ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ଓ…

ଭୁବନେଶ୍ୱର: ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ ଏବଂ ନିଯୁକ୍ତିକ୍ଷମ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଇନଫୋସିସ୍ ଲିମିଟେଡ୍ (ସ୍ପ୍ରିଙ୍ଗବୋର୍ଡ) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ସ୍ଥାନୀୟ ଲୋକସେବା…