Breaking News

‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ ପ୍ରମୋଦକର ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରଖ୍ୟାତ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ଜଣାଶୁଣା ହାସ୍ୟାଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି…

ଫିରିଗିଂଆ ବ୍ଲକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି

ଫିରିଗିଂଆ: ବୁଧବାରଦିନ ବ୍ଲକ୍ ପରିସର ମଧ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜାଇଛି । କାର୍ଯ୍ୟକ୍ରମରେ କନ୍ଧମାଳ ଅତିରିକ୍ତ ଜିଲାପାଳ  ବସନ୍ତ ସାହୁ , ପଚାଂୟତ ସମିତି ଅଧ୍ୟକ୍ଷା ମିନତି କହଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ…

ରମଜାନ ୨୦୨୩: ଆଜି ଭାରତରେ ଦିଶିଲାନି ରମଜାନର ଚାନ୍ଦ, ମାର୍ଚ୍ଚ ୨୪ ରେ ହେବ ଜୁମା

ନୂଆଦିଲ୍ଲୀ: ଆଜି ଦେଶର କୌଣସି ଅଞ୍ଚଳରେ ରମଜାନ ଚାନ୍ଦ ଦେଖାଯାଇ ନାହିଁ। ବର୍ତ୍ତମାନ ପ୍ରଥମ ରୋଜା ଶୁକ୍ରବାର ଅର୍ଥାତ୍ ମାର୍ଚ୍ଚ ୨୪ ରେ ହେବ। ଦିଲ୍ଲୀ ସହିତ ଆଜି ଲକ୍ଷ୍ନୌରେ ଚନ୍ଦ୍ର ଦେଖାଯାଇ ନଥିଲା। ଏବେ ଆସନ୍ତାକାଲି ଚନ୍ଦ୍ର ପୁଣି ଦେଖାଯିବ। ସୁନ୍ନି ମାର୍କଜୀ ଚାନ୍ଦ କମିଟିର ସଭାପତି…

ଆସନ୍ତାକାଲିଠାରୁ ପୁଣି ବର୍ଷିବ ; ଏହି ରାଜ୍ୟଗୁଡିକ ପାଇଁ ସତର୍କ ସୂଚନା, ବର୍ଷା ସହ କୁଆପଥର ମାଡ

ନୂଆଦିଲ୍ଲୀ : ବର୍ଷ ଆରମ୍ଭରୁ ଅର୍ଥାତ୍ ଜାନୁଆରୀ ଫେବୃଆରୀ ମାସରୁ ତାତି ଅସହ୍ୟ ହେଲା । ଖରାର ପ୍ରକୋପ ଲୋକମାନେ ସହି ପାରିଲେ ନାହିଁ । ପୂର୍ବାନୁମାନ କରାଗଲା ଯେ, ଚଳିତ ବର୍ଷ ଉତ୍ତାପ ଏହାର ସମସ୍ତ ରେକର୍ଡ ଭାଙ୍ଗିବ। ତେବେ ମାର୍ଚ୍ଚ ଶେଷ ସୁଦ୍ଧା ପାଗରେ ହଠାତ୍ ପରିବର୍ତ୍ତନ ଆସିଲା ।…

ଭାରତୀୟ ମଜଦୂର ସଂଘର ୧୪୦ତମ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ

କନ୍ଧମାଳ : ଭାରତୀୟ ମଜଦୂର ସଂଘର ୧୪୦ତମ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଜିଲା ପ୍ରେସ କ୍ଳବ ଠାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ଉପସଭାପତି ଏ ଶ୍ରୀନିବାସ ରାଓଙ୍କ ପୌରୋହିତ୍ୟରେ ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇଛି।କନ୍ଧମାଳ ଜିଲ୍ଲା ଭାରତୀୟ ମଜଦୂର ସଂଘର ସଭାପତି ଅଶୋକ ପରିଡା ବୈଠକରେ ଯୋଗ…

ସେନସଭଲ ସ୍ୱଛାସେବୀ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଅଶୋକ ପରିଡା ସମ୍ବର୍ଦ୍ଧିତ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ସ୍ୱଛାସେବୀ କାର୍ଯ୍ୟ କରିଆସୁଥିବା ସ୍ୱଛାସେବୀ ଅନୁଷ୍ଠାନ ସେନସଭଲର ବାର୍ଷିକ ଉତ୍ସବ ଟିକାବାଲି ର ଦାସାଗୁଡା ଠାରେ ଅନୁଷ୍ଠିତ ।ସେନସଭଲର ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ଅତିଥି ପରିଚୟ କରି ଅନୁଷ୍ଠାନ ର ବିବରଣୀ ପାଠ କରିଥିଲେ।ପ୍ରାକୃତିକ ସମ୍ପଦର…

ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ମୋଟା ଦରମା ସାଙ୍ଗକୁ ବିନ୍ଦାସ ଲାଇଫ୍‌ ବଞ୍ଚୁଥିଲେ। ମାତ୍ର ହଠାତ୍‌ ଗତବର୍ଷ ଅଗଷ୍ଟରେ…

ଭୁବନେଶ୍ଵର: ଅମୃତକାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ। ଭୁବନେଶ୍ଵରରେ ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ବଜେଟ ଅମୃତକାଳର ପ୍ରଥମ ବଜେଟ। ଏଥିରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପାଇଁ…

ଶ୍ୱେତା ଆତ୍ମହତ୍ୟା ମାମଲା; ୬ ମାସ ପରେ ବନ୍ଧା ହେଲେ ବୟଫ୍ରେଣ୍ଡ ସୌମ୍ୟଜିତ

ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ମୃତ୍ୟୁକୁ ୬ ମାସ ପୂରି ସାରିଥିବା ବେଳେ ଆଜି ସକାଳୁ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ  ଗିରଫ କରିଛି କମିଶନରେଟ୍ ପୁଲିସ୍‌। ଆଜି ଭୋରରୁ ସମ୍ବଲପୁର ବଂଶୀଧର ନଗରସ୍ଥିତ ଘରୁ ସୌମ୍ୟଜିତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌। ଆଜି ଭୋର ପ୍ରାୟ…

ସମାଜସେବୀ ଅଶୋକ ପରିଡା ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ସମ୍ବର୍ଦ୍ଧିତ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରେ ସେବାକୁ ନିଶା ଭାବେ ଗ୍ରହଣ କରି ସମାଜ ସେବା କ୍ଷେତ୍ରରେ ଯତକିଞ୍ଚିତ କାର୍ଯ୍ୟ କରୁଥିବା ଅଶୋକ ପରିଡାଙ୍କୁ ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ପ୍ରେରଣା ଇଣ୍ଟରନେସନାଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ବୃକ୍ଷ କୁ ଭଲପାଉଥିବା ଓ ପରିବେଶ ସୁରକ୍ଷା କୁ ଅଗ୍ରାଧିକାର…

ସୁଯୋଗ ଅଛି; ପ୍ରୋତ୍ସାହନ ନାହିଁ କନ୍ଧମାଳ​ରେ ପର୍ୟ୍ୟଟନ ଶିଳ୍ପ ସ୍ଥାଣୁ

ଫୁଲବାଣୀ: କନ୍ଧମାଳ ଜିଲାକୁ ପ୍ରକୃତିର ଅବଦାନ ଅତୁଳନୀୟ। ଏହାର ସବୁଜ ଅରଣ୍ୟ, ଜୀବଜନ୍ତୁ, ସୁନ୍ଦର ପରିବେଶ ଏବଂ ସର୍ପିଳ ଘାଟି ରାସ୍ତା ପର୍ୟ୍ୟଟକଙ୍କୁ ଆକର୍ଷିତ କରିଥାଏ। କଫି ଗାର୍ଡ଼େନର ଦୃଶ୍ୟ, ପାଇନ ଜଙ୍ଗଲ, ସୁଉଚ୍ଚ ପାହାଡ଼ ପାର୍ଶ୍ବ ଦେଇ ଯାତ୍ରା ବେଳେ ରାସ୍ତା କଡ଼ରେ ବହି ଯାଉଥିବା ଝରଣାର…