Breaking News

‘ସୃଷ୍ଟି’ ସମାଜ କଲ୍ୟାଣ ଅନୁଷ୍ଠାନ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

ବାଲେଶ୍ୱର: ବାଲେଶ୍ୱର ଜିଲାର ଅଗ୍ରଣୀ ସମାଜ କଲ୍ୟାଣ ଅନୁଷ୍ଠାନ ‘ସୃଷ୍ଟି’ ପକ୍ଷରୁ ଜିଲା ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନ ଠାରେ ପରିସରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସମାଜସେବୀ, ନାରୀନେତ୍ରୀ ତଥା ରେମୁଣା ବ୍ଲକର ସମିତି ସଭ୍ୟା ଶାନ୍ତା ଦାସ ଦିବ୍ୟାଙ୍କ ପିଲାଙ୍କ ହାତରେ…

ବିଦ୍ୟାଳୟ ଆସିପାରୁନଥିବା ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଘରେ ପହଞ୍ଚିବ ମଧ୍ୟାହ୍ନ ଭୋଜନ ରାସନ

ଭୁବନେଶ୍ୱର: ଏଣିକି ବିଦ୍ୟାଳୟ ଆସିପାରୁନଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନଭୋଜନର ଶୁଖିଲା ରାସନ୍ ଦିଆଯିବ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଅନୁସାରେ ସେମାନଙ୍କ ଘରେ…

ଅସମ୍ଭବକୁ ସମ୍ଭବରେ ପରିଣତ କରିପାରିବା କ୍ଷମତା ରଖନ୍ତି ଯୁବପିଢ଼ି-ଅକ୍ଷୟ ନାୟକ

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଳକର ‘ଜାଗୃତି’ ସଭାଗୃହରେ ଅନ୍ତରଙ୍ଗ ସ୍ବେଛାସେବୀମାନଙ୍କର ଏକ ତାଲିମ ଶିବିର ଆରମ୍ଭ ହୋଇଛି। ତାଲିମ ଶିବିରକୁ ‘ଜାଗୃତି’ ସ୍ବେଛାସେବୀ ସଗଂଠନର ସମ୍ପାଦକ କୈଳାଶ ଦଣ୍ତପାଟ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ଦଣ୍ଡପାଟଙ୍କ ସମସ୍ତ…

‘ସମାଜ ପ୍ରତି ଅବଦାନ ଓ କାର୍ଯ୍ୟର ମର୍ଯ୍ୟଦାକୁ ଦୃଷ୍ଟିରେ ରଖି ଅଧ୍ୟୟନ ଜରୁରୀ’

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ୨୦୨୩-୨୫ ଶିକ୍ଷାବର୍ଷରେ ନୂତନ ଭାବେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବାଣୀବିହାରରେ ପ୍ରଥମଥର ପାଇଁ ସ୍ନାତକୋତ୍ତର ପରିଷଦ ଏବଂ ଆଇକ୍ୟୁଏସି ଦ୍ବାରା…

ଖାଉଟିଙ୍କୁ ଆଶ୍ବସ୍ତି, ୨ଶହ ଟଙ୍କା କମିବ ଗ୍ୟାସ୍ ଦର!

ଭୁବନେଶ୍ବର: ଖାଉଟିଙ୍କୁ ବଡ଼ ଆଶ୍ବସ୍ତି । ୨ଶହ ଟଙ୍କା ଶସ୍ତା ହେଲା ଘରୋଇ ଏଲପିଜି ଗ୍ୟାସ ଦର । ଉଜ୍ଜଳା ଯେଜାନାରେ ଅନ୍ତର୍ଭୂକ୍ତ ଘରୋଇ ଗ୍ୟାସ ଦର ୨ଶହ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ତେବେ ଘରୋଇ ଗ୍ୟାସ ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନାହିଁ । ନରେନ୍ଦ୍ର ମୋଦିଙ୍କ…

ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟ ସେବା: ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇବା ଲକ୍ଷ୍ୟ ନେଇ ମାଲକାନଗିରି ଜିଲ୍ଲା…

ମାଲକାନଗିରି: ରାଜ୍ୟର ଉପାନ୍ତ ଅଞ୍ଚଳରେ ଜାରି ରହିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଆଜି ଅଭିଜ୍ଞ ଡାକ୍ତରୀ ଦଳ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ଜିଲ୍ଲାରେ ଆୟୋଜିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରରେ ଲୋକମାନଙ୍କୁ ବହୁ ଜଟିଳ ରୋଗର ଉପଚାର ସୁବିଧାରେ ଯୋଗାଇ ଦିଆଯାଉଛି ।…

ଚତୁର୍ଥ କାଞ୍ଚନ କର୍ପୋରେଟ ଆୱାର୍ଡ଼-୨୦୨୩

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ଚତୁର୍ଥ କାଞ୍ଚନ କର୍ପୋରେଟ ଆୱାର୍ଡ଼-୨୦୨୩ ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସିଲେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ବିଭିନ୍ନ କର୍ପୋରେଟ ଜଗତର ୧୫ଜଣ ବିଶିଷ୍ଟ…

କାହିଁକି ହେଓଛି ହିମାଚଳ ପ୍ରଦେଶରେ ବାରମ୍ବାର ଭୂସ୍ଖଳନ ଓ ବର୍ଷା ?

ହିମାଚଳ ପ୍ରଦେଶ : କାହିଁକି ବାରମ୍ବାର ଭୂସ୍ଖଳନ ଓ ବର୍ଷା ହିମାଚଳରେ । କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାବେଳେ ପ୍ରାଣ ହରାଇଲେଣି ଶତାଧିକ ଲୋକ । ତେବେ ବିଶ୍ବ ତାପାୟନ ଯୋଗୁ ଏହି ବିପର୍ଯ୍ୟୟ ଘଟୁଛି ବୋଲି କହିଛନ୍ତି ବୈଜ୍ଞାନିକ । ଭାରତ ପରି ଏକ ଦେଶରେ 70 ପ୍ରତିଶତ ବର୍ଷା…

ପାରମ୍ପରିକ ଧାନ ବିଲୁପ୍ତ: ନୂଆଁଖାଇ ପାଇଁ ମିଳୁନି ଧାନ

ବରଗଡ଼: ସେପ୍ଟେମ୍ବର ୨୦ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ପର୍ବରେ ନୂଆ ଧାନରେ ଭୋଗ ଲଗାଇବା ପରେ ଅନ୍ନ ଭକ୍ଷଣ କରାଯାଏ। କିନ୍ତୁ ଗତ ଦୁଇ ଦଶନ୍ଧି ହେଲା ନୂଆଁଖାଇ ସମୟରେ ନୂଆ ଧାନ ବାହାରୁ ନାହିଁ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାଂଗକୁ ପାରମ୍ପରିକ ଧାନ ବିଲୁପ୍ତ ହୋଇଥିବାରୁ…

ପାଠ ପଢ଼ା ବନ୍ଦ ନିଷ୍ପତ୍ତି ନେଲେ ପରିବାର ଲୋକ: ବେମାରୀ ସହ ଲଢ଼େଇ କରି ନିଜ ଚେଷ୍ଟାରେ ଆଜି ଆଇଏଏସ୍‌

ନୂଆଦିଲ୍ଳୀ: ସଫଳତା କେବେ ବି ସହଜ ହୋଇଥାଏ। ‌ଅନେକ କଠିନ ପରିଶ୍ରମ ପରେ ଯାଇ ବ୍ୟକ୍ତିକୁ ସଫଳତା ମିଳିଥାଏ। କାହାକୁ ଏହା ଅଳ୍ପ ପରିଶ୍ରମରେ ମିଳେ ତ ପୁଣି କାହା କ୍ଷେତ୍ରରେ ଏହା ଜୀବନର ବଡ଼ ପରୀକ୍ଷା ହୋଇ ଉଭା ହୁଏ। କିନ୍ତୁ କଠିନ ପରିଶ୍ରମ ପରେ ମିଳିଥିବା ସଫଳତା ଜୀବନରେ ରଂଗ ଆଣି ଦେଇଥା‌ଏ।…