Breaking News

ଜିଲା ଲେଖକ ସାମୁଖ୍ୟ କାର୍ଯ୍ୟାଳୟ ଠାରେ ଭାଷା ଆନ୍ଦୋଳନ ବୈଠକ

ଫୁଲବାଣୀ : ଭାଷା ଭିତିରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେଲା। ୧୯୩୬ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହେବାପରେ ଓଡ଼ିଆ ଭାଷା ପ୍ରଚଳନ କରିବା କୁ ଇଂରେଜ ସରକାର ଘୋଷଣା କରିଥିଲେ।୧୯୫୪ ମସିହାରେ ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମନିଷ ନବକୃଷ୍ଣ ଚୌଧୁରୀ ପ୍ରଥମ ବିଧାନ ସଭାର…

ସୂଚନା ଅଧିକାର ଆଇନକୁ ବ୍ୟାପକ ବ୍ୟବହାର ପାଇଁ ଆହ୍ୱାନ

ଭୁବନେଶ୍ୱର: ସୂଚନା ଅଧିକାର ନିୟମ କାର୍ୟ୍ୟକାରୀ ହେବାର ୧୭ ବର୍ଷ ପରେ ବି ଏହାର ବ୍ୟବହାର ଅନେକ ଭାରତୀୟ ଏବେବି କରିନାହାନ୍ତି। ଫଳରେ ଏହି ଯୁଗାନ୍ତକାରୀ ଅଧିନିୟମ ଏକ ନିର୍ଦ୍ଦିଷ୍ଟ ମୃତ୍ୟୁ ଦିଗରେ ଅଗ୍ରସର କରୁଛି। ପ୍ରତିବର୍ଷ ୪୦ ରୁ ୬୦ ଲକ୍ଷ ସୂଚନା ଆବେଦନପତ୍ର ଦାଖଲ କରାଯାଏ, କିନ୍ତୁ ୩…

“ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୧ତମ ବାର୍ଷିକ ଉତ୍ସବ ପାଳିତ

ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୧ତମ ବାର୍ଷିକ ଉତ୍ସବ ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍‌, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼କ୍ଟର ଅଚ୍ୟୁତ୍ ସାମନ୍ତ ଯୋଗଦେଇ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର…

ବାର୍ଡ ଅନୁଷ୍ଠାନ ଦ୍ବାରା ଟେଲିକମ ଉପଭୋକ୍ତା ଅଧିକାର ଓ ଅଭିଯୋଗ ସମନ୍ଧୀୟ ସଚେତନତା କର୍ମଶଳI

ଫୁଲବାଣୀ : ଭାରତ ସରକାରଙ୍କ ଟ୍ରାଇ ଆନୁକୂଲ୍ୟରେ ଉପଭୋକ୍ତା ଓକିଲାତି ଅନୁଷ୍ଠାନ ବାର୍ଡ ପକ୍ଷରୁ ଏକ ଦିନିକିଆ ଟେଲିକମ ଗ୍ରାହକ ସଚେତନତା କର୍ମଶାଳା ଫୁଲବାଣୀ ଆଇଟିଡିଏ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଜିଲାପାଳ ଅନିତା ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରି ଵିଭାଗ ମଧ୍ୟରେ ସମନ୍ୱୟ…

ଡିଜିଟାଲ ଯୁଗରେ ମଞ୍ଚ ନାଟକର ରହିଛି ଆବଶ୍ୟକତା

ଫୁଲବାଣୀ: ଫୁଲବାଣୀ ପ୍ରେସ କ୍ଳବ ଠାରେ ଓଡିଶା ନାଟ୍ୟସଂଘ ପ୍ରତିଷ୍ଠା ଦିବସ ବନାନୀ କଳା ସଙ୍ଗମର ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡ ଅନନ୍ତ ଚରଣ ମିଶ୍ର ଆଲୋଚକ ଭାବେ ଯୋଗ ଦେଇ ନାଟକର ପ୍ରକାର ଭେଦ ନାଟକ ରଚନା ,କଳାକାର,ନାଟକର ସମାଜ ଉପରେ…

ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ମେଳା

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ବନ୍ଧଗଡ ଗ୍ରମପଞ୍ଚାୟତର କରଣ୍ତାଗଡ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସିମାଞ୍ଚଳ ମୁଖିଙ୍କ ନେତୃତ୍ବରେ ଦୁଇଦିନ ବ୍ୟାପୀ ଶିକ୍ଷାଦାନ ଶିକ୍ଷଣ ସାମଗ୍ରି ମେଳା ଅନୁଷ୍ଠିତ ହୋଇ ଯାଇଛି। ଏହାର ଉଦଯାପନୀ ଉତ୍ସବରେ ବନ୍ଧଗଡ ଗ୍ରାମ…

ପାଠ ନପଢ଼ିବାରୁ ବଡ଼ ଭାଇ ମାଡ଼ରେ ସାନ ମୃତ

ଭୁବନେଶ୍ୱର: ବଡ଼ ଭାଇ ମାଡ଼ରେ ସାନ ମୃତ। ଭୁବନେଶ୍ୱରରେ ଘଟିଛି ଅଭାବନୀୟ ଘଟଣା। ଠିକରେ ପାଠ ପଢୁନଥିବାରୁ ସାନ ଭାଇକୁ ବଡ଼ ଭାଇ ମାଡ଼ ମାରିଥିଲା। ସେଥିରେ ସାନ ଭାଇର ମୃତ୍ୟୁ ହୋଇଛି। ଆଜି ନୟାପଲ୍ଲୀ ଅଞ୍ଚଳ ନୂଆ ସାହିରେ ଏହି ଘଟଣା ଘଟିଛି। ମୃତକ ଜଣକ ରାଜମୋହନ ସେନାପତି। ସୂଚନା ମୁତାବକ, ସାନ…

ରାଜ୍ୟରେ ଆଉ ୨୪ ଘଣ୍ଟା ଯାଏ ବର୍ଷା

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇପାରେ। ଏହାପରେ ପାଗରେ ପରିବର୍ତନ ଆସିବ। ୨୬ ତାରିଖ ପର୍ଯ୍ୟନ୍ତ ବଡ଼ ବର୍ଷା ହେବାର ନାହିଁ। ମାତ୍ର କେତେକ ସ୍ଥାନରେ ଘଡ଼ଘଡ଼ି…

ଚିଲିକାରେ ସୁଧୁରୁନି ଭସାପୋଲ ସେବା: ଗୋଟିଏ ଚାଲିଲେ ଗୋଟିଏ ବନ୍ଦ

ବ୍ରହ୍ମଗିରି : ଚିଲିକାରେ ଏବେ ଗୋଟିଏ ଭସାପୋଲ ଯାତ୍ରୀ ପରିବହନ କରୁଛି। ଆଉ ଗୋଟିଏ ଭସାପୋଲ ଖରାପ ହୋଇ ପଡ଼ିଛି। ଫଳରେ ଯାତ୍ରୀ ପରିବହନରେ ସମସ୍ୟା ଯେତିକି ଦେଖା ଦେଇଛି ତା’ଠାରୁ ଅଧିକ ସମସ୍ୟା ହେଉଛି ଘରୋଇ ଡଙ୍ଗାରେ ବିପଦସଙ୍କୁଳ ଯାତ୍ରୀ ପରିବହନ। ତେବେ ଗୋଟିଏ ଭସାପୋଲ ବନ୍ଦ ରହିବା…

କୁଇ ସମାଜ ସେବା ସମିତି ପକ୍ଷରୁ ନବ ନିର୍ବାଚିତ ସରପଞ୍ଚଙ୍କୁ ତାଲିମ

ଫୁଲବାଣୀ: ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ କୁଇ ସମାଜ ସେବା ସମିତି ଫୁଲବାଣୀ ପକ୍ଷରୁ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅତିଥିଭାବେ ଯୋଗଦେଇ ନିଜର ସରପଞ୍ଚ ଓ ସମିତି ଅଧ୍ୟକ୍ଷ ସମୟର ଅଭିଞତା…