Breaking News

ଆମ ମୁଖ୍ୟମନ୍ତ୍ରୀ, ଆମ ଗର୍ବ

ନୂଆଦିଲ୍ଲୀ : ଦିଲ୍ଲୀର ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନୀତ କରାଯାଇଛି। ରବିବାର ପୂର୍ବାହ୍ଣରେ ସ୍ଥାନୀୟ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର…

ବାତ୍ୟା ନେଇ କିଛି ଆକଳନ ହୋଇନି: ପାଣିପାଗ ବିଜ୍ଞାନୀ

ବାତ୍ୟା ନେଇ କିଛି ସୂଚନା ନାହିଁ କି ଏସମ୍ପର୍କିତ କିଛି ଆକଳନ କରାଯାଇନି। ବାତ୍ୟା ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି। ଆସନ୍ତା ୧୦ କିମ୍ବା ୧୧ ତାରିଖରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ ବୋଲି ଚର୍ଚ୍ଚା…

ଅନ୍ଧ ବିଶ୍ବାସ ଏକ ଅଭିଶାପ

ଏଥିରେ ଦ୍ବିଧା ନାହିଁ ଯେ ଅନ୍ଧବିଶ୍ବାସ ହେଉଛି ଏକ ଅଭିଶାପ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ଗ୍ରାମାଞ୍ଚଳରେ ଲୋକଙ୍କ ଭିତରେ ଅନ୍ଧବିଶ୍ବାସର ପ୍ରସାର କରିବାରେ ତାନ୍ତ୍ରିକ ବା ଗୁଣିଆମାନଙ୍କ ବିଶେଷ ଭୂମିକା ରହିଛି। ଏଭଳି ତାନ୍ତ୍ରିକ ଓ ଗୁଣିଆମାନଙ୍କୁ ପ୍ରଶାସନ ଦ୍ବାରା ଚିହ୍ନଟ କରାଯାଉ।…

ପ୍ରତ୍ନତାତ୍ତ୍ବିକ ଖନନରେ ଓଡ଼ିଶାର ପ୍ରାଚୀନ ଐତିହ୍ୟ

ଗଲା ୨୦ ବର୍ଷ ମଧ୍ୟରେ ହୋଇଥିବା ଅନେକ ପ୍ରତ୍ନତାତ୍ତ୍ବିକ ଖନନ ଓ ଉଦ୍ଧାର କାର୍ଯ୍ୟରୁ ଓଡ଼ିଶାରେ ପ୍ରାଚୀନ ଐତିହ୍ୟ ଉପରେ ଅନେକ ଧାରଣା ମିଳିଥାଏ। ଏଭଳି ଅନେକ ଖନନରୁ ଓଡ଼ିଶାରେ ପୁରାତନ ପ୍ରସ୍ତର ଯୁଗରୁ ଆରମ୍ଭ କରି ମଧ୍ୟଯୁଗୀୟ ସମୟର ପ୍ରତ୍ନତାତ୍ତ୍ୱିକ ଅବଶେଷ ଉଦ୍ଧାର କରାଯାଇଛି, ଯାହା ଉପରେ…

୨ ଶହ ତଳକୁ ଖସିଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ: ୧୩ ଜଣ ୧୮ ବର୍ଷରୁ କମ୍ ବୟସର ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ଶହ ତଳକୁ ଖସିଛି। ଗତକାଲି ୨୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୨ ଜଣ…

ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି : ଆସନ୍ତା ସପ୍ତାହରୁ ବଢ଼ିବ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଲଘୁଚାପ ପରେ ଲଘୁଚାପ। ଆଗକୁ ଆସୁଛି ଆଉ ୨ଟି ଲଘୁଚାପ। ଆସନ୍ତା ୨ ସପ୍ତାହ ମଧ୍ୟରେ ଆସୁଛି ଆଉ ୨ଟି ଲଘୁଚାପ। ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ଆଜି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୮ ତାରିଖ ମଧ୍ୟରେ ସୃଷ୍ଟି ହୋଇପାରେ ପ୍ରଥମ…

ଦ୍ୱିତୀୟଥର ପାଇଁ ଅନିମା ହେଲେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି, ବିଭିନ୍ନ ମହଲରେ ସ୍ୱାଗତ

ଫୁଲବାଣୀ: ବିଜୁ ମହିଳା ଜନିତା ଦଳର ନୂତନ ରାଜ୍ୟ କମିଟି ଇତି ମଧ୍ୟରେ ଘୋଷିତ ହୋଇଥିବା ବେଳେ କନ୍ଧମାଳ ଜିଲାର ପୂର୍ବତନ ଜିଲା ସଭାନେତ୍ରୀ ତଥା ବର୍ତ୍ତମାନର କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ପୁଣିଥରେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମନୋନୀତ…

କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଅଚିହ୍ନା ରୋଗ ଆତଙ୍କ, ହଷ୍ଟେଲ ଛାଡିଲେ ଛାତ୍ରଛାତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ କାଲଦାପଲ୍ଲୀ ପଞ୍ଚାୟତ କୋଲାଗଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଅଚିହ୍ନା ରୋଗ ଆତଙ୍କ ଦେଖାଦେଇଛି। ୪ ଦିନ ମଧ୍ୟରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହେବା ସହିତ ୨୦ଜଣରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇ ପଡିଆ ଓ ମାଲକାନଗିରି ହସ୍ପିଟାଲ ରେ…

ପ୍ରେମିକାକୁ କଚାଡ଼ି ମାରିଦେଲା ପ୍ରେମିକ

ଚିତ୍ରଡା: ପ୍ରେମିକାକୁ କଚାଡ଼ି ମାରିଦେଲା ପ୍ରେମିକ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଜୁଆଳିଭଙ୍ଗା ପଞ୍ଚାୟତ ପିସିପୁର-ଭଦ୍ରାଶୋଳ ଗ୍ରାମରେ। ଖବରରୁ ପ୍ରକାଶ କି ଉକ୍ତ ଗ୍ରାମର ଦେବାନ ଭକ୍ତାଙ୍କ ଝିଅ ଯାତ୍ରୀ ଭକ୍ତା (୨୨)ଙ୍କୁ ଉକ୍ତ ଗ୍ରାମର ଯୁବକ ଚାମଟୁ…