Breaking News

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ବଢାଇଲା ମେକଅପ୍ ବେପାର

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଅଗମେଣ୍ଟେଡ୍ ରିଅଲିଟି (AR) ମେକଅପ୍ ଇଣ୍ଡଷ୍ଟ୍ରିକୁ ଏକ ନୂତନ ଯୁଗକୁ ନେଇଯିବାକୁ ବସିଛି । ମେକ୍ଅପ୍ କମ୍ପାନୀ ଏବଂ ବ୍ରାଣ୍ଡଗୁଡିକ ବର୍ତ୍ତମାନ AI ଆଧାରିତ ସ୍ମାର୍ଟ ବିଉଟି ମିରର୍ ଏବଂ ଭର୍ଚୁଆଲ୍ ମେକଅପ୍ ଆପ୍ ମାଧ୍ୟମରେ ଗ୍ରାହକଙ୍କୁ ସେମାନଙ୍କର…

 ଭୁବନେଶ୍ବର ମହାନଗର ନିଗମ ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ, ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ପୂର୍ବରୁ ଥିଲା ୨୧୦ଟି ପଦବୀ, ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ନୂତନ ଭାବେ ୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ ସୃଷ୍ଟି ଡ୍ରେନେଜ ବିଭାଗରେ ୨୦ଟି ନୂଆ ପଦବୀ ସୃଷ୍ଟି ପ୍ରତି ୱାର୍ଡ ପାଇଁ ସ୍ବତନ୍ତ୍ର ୱାର୍ଡ ଅଫିସର ଭୁବନେଶ୍ବର: ଭୁବନେଶ୍ବର…

ପୁରୀରେ ଏନକାଉଣ୍ଟର: ପିସ୍ତଲ ଓ ୨ ଗୁଳି ସହ ବାଇଜ ଜବତ

ପୁରୀ: ଅପରାଧୀକୁ ପୁଲିସର ଏନକାଉଣ୍ଟର। ଲୋକନାଥ ମନ୍ଦିର ପଛ ଶଙ୍କରେଶ୍ବର ଜଙ୍ଗଲରେ ପୁଲିସ ଏନକାଉଣ୍ଟର କରିଛି। ଅପରାହ୍ଣ ୩ଟା ୪୦ରେ ହୋଇଥିଲା ଏନକାଉଣ୍ଟର। ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲା ପିନୁ। ଏହାର ପ୍ରତି ଜବାବରେ ପୁଲିସ ପିନୁ ଉପରକୁ ଗୁଳିମାଡ କରିଥିଲା। ଫଳରେ ଅପରାଧୀ ପିନୁର ବାମ…

ଆବର୍ତ୍ତନ ପାଣ୍ଠି ବ୍ୟବହାର କରି ବିଭିନ୍ନ ରୋଜଗାରଭିତ୍ତିକ କାର୍ଯ୍ୟ ସମ୍ପାଦନ ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଫୁଲବାଣୀ: ଲେଫ୍ରିପଡା ବନାଞ୍ଚଳର କାର୍ଯ୍ୟାଳୟ ପରିସରରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ତରଫରୁ ଆବର୍ତ୍ତନ ପାଣ୍ଠି ବ୍ୟବହାର କରି ବିଭିନ୍ନ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଯଥା ଜିଆଖତ, ଛତୁଚାଷ, ପନିପରିବା ଚାଷ, କୁକୁଡା ଓ ଛେଳି ପାଳନ ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ…

ସାମ୍ବାଦିକତା ପୃଥିବୀରେ ନୂତନ ବିଜ୍ଞାନ, ସାମ୍ବାଦିକଙ୍କ ଶକ୍ତି ଓ ସାମର୍ଥ୍ୟ ରାଷ୍ଟ୍ର ବିକାଶରେ ବିନିଯୋଗ ହେଉ

ଭୁବନେଶ୍ବର: ସାମ୍ବାଦିକଙ୍କ ଦେଶ ତଥା ଜାତି ପ୍ରତି ଗୁରୁ ଦାୟିତ୍ୱ ରହିଛି। ସେମାନଙ୍କ ଲେଖନୀ ଚାଳନା ସମାଜରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ। ଯାହା ଏକ ବିରାଟ ପାଠକଗୋଷ୍ଠୀର ବିଚାର ଓ ଆଲୋଚନାର ଭିତରକୁ ଆସିଥାଏ। ଗଣମାଧ୍ୟମ ଅସହାୟ ଲୋକଙ୍କ ସ୍ୱର ସାଜିବା ଦରକାର। ସାମ୍ବାଦିକତା…

ସ୍ୱାଧୀନତା ଆଣିଥିବା ପ୍ରତ୍ୟେକ ମହାପୁରୁଷ ଭାରତର ଅମୃତ ପୁତ୍ର:କୁଳପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ବାଣୀବିହାର ପରିସରରେ ପାଳିତ ହୋଇଯାଇଛି । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ୱାଧୀନତା ଦିବସ ପାଳନ ଅବସରରେ ଉଦବୋଧନ ଦେଇ କୁଳପତି କହିଥିଲେ ଯେ ଏହି ୭୭…

କଳିଙ୍ଗ ଓ ଦକ୍ଷିଣପୂର୍ବ ଏସିଆ ଦେଶ ମଧ୍ୟରେ ସମ୍ପର୍କ ପ୍ରାଚୀନ ଓ ସୁଦୃଢ

ଭୁବନେଶ୍ୱର: କଳିଙ୍ଗ ଓ ଦକ୍ଷିଣପୂର୍ବ ଏସିଆ ଦେଶ ମଧ୍ୟରେ ସମ୍ପର୍କ ପ୍ରାଚୀନ ଓ ସୁଦୃଢ। କଳିଙ୍ଗର ନୌବାଣିଜ୍ୟ ପରମ୍ପରା, କଳା, ସାହିତ୍ୟ, ଭାସ୍କର୍ୟ୍ୟ ଓ ସ୍ଥାପତ୍ୟ ଆଦି ଦକ୍ଷିଣପୂର୍ବ ଏସିଆ ଦେଶମାନଙ୍କରେ ବେଶ ସୁପରିଚିତ। ଭାରତୀୟ ଅର୍ଥଶାସ୍ତ୍ର ଓ ପୌରାଣିକ ଲୋକକଥା ଦକ୍ଷିଣପୂର୍ବ ଏସିଆ…

ସ୍କୁଲକଲେଜ ସ୍ତରରେ ଜବାନଙ୍କ ବିଜୟଗାଥା ପହଞ୍ଚାଇବାକୁ ଆୟୋଜନ ହେବ ପ୍ରତିଯୋଗିତା

ଫୁଲବାଣୀ: ମିଳିତ ନାଗରିକ କମିଟି ଓ ଜିଲା ବରିଷ୍ଠ ନାଗରିକ ସଂଘ , କନ୍ଧମାଳ ପକ୍ଷରୁ କାର୍ଗିଲ ବିଜୟ ଦିବସ ବନାନୀ କଳାସଙ୍ଗମରେ ଅନୁଷ୍ଠିତ ହୋଇଯାଇଛି। ବୀର ଶହୀଦ ସୈନିକମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପପ୍ରଜ୍ଜଳନ ପୂର୍ବକ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କାର୍ଗିଲ ବିଜୟ…

କଟକରେ ଆରବିଏଲ ବ୍ୟାଙ୍କର ନୂଆ ଶାଖା, ଗ୍ରାହକଙ୍କୁ ମିଳିବ ଗୁଣାତ୍ମକ ବ୍ୟାଙ୍କିଙ୍ଗ୍ ସେବା

ଭୁବନେଶ୍ୱର : କଟକ ଦୋଳମୁଣ୍ଡାଇରେ ଆରବିଏଲ୍ ବ୍ୟାଙ୍କର ନୂତନ ଶାଖା ଆରମ୍ଭ ହୋଇଛି । ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ଆରବିଏଲ୍ ବ୍ୟାଙ୍କର ପାନ୍ ଇଣ୍ଡିଆରେ ୫୨୦ଟି ଶାଖା ରହିଥିବା ବେଳେ ପୂର୍ବ ଭାରତରେ ୫୬ଟି ରହିଛି । ସେହିପରି ଏହି ଶାଖାକୁ…