Breaking News

ଶିକ୍ଷକ ହିଁ ବ୍ୟକ୍ତିକୁ ତାହାର ବ୍ୟକ୍ତିତ୍ୱ ସହ ପରିଚିତ କରାଇଥାଏ

ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନବନିଯୁକ୍ତ ଓଡିଶା ଶିକ୍ଷା ସେବା(ଓଇଏସ୍‌) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନିଯୁକ୍ତି ପାଇଥିବା ୧୬୦ଜଣ ଓଡିଶା ଶିକ୍ଷା ସେବା ଅଧିକାରୀଙ୍କୁ ଦୁଇଟି ପର୍ଯ୍ୟାୟରେ…

ଫେସବୁକ୍‌ରୁ ପ୍ରେମ : ଦୁଇ ଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ପାକିସ୍ତାନ ଚାଲିଗଲେ ଭାରତୀୟ ବିବାହିତ ମହିଳା

ଅଲୌୱାର : ପ୍ରେମ ପାଇଁ ସୀମା ଡେଇଁ ଭାରତରୁ ପାକିସ୍ତାନକୁ ଚାଲିଗଲେ ବିବାହିତ ମହିଳା। ରାଜସ୍ଥାନ ଅଲୱରରୁ ପାକିସ୍ତାନ ଖାଇବର ପଖତୁନୱା ଅଞ୍ଚଳର ଦିର ଜିଲାରେ ଯାଇ ପହଞ୍ଚିଛନ୍ତି ଅଞ୍ଜୁ ପ୍ରସାଦ । ସୋସିଆଲ ମିଡିଆରେ ଅଲୱରର ଅଞ୍ଜୁ ପ୍ରସାଦଙ୍କ ସହ ପାକିସ୍ତାନର ନସରୁଲ୍ଲାଙ୍କ ସହ ପ୍ରେମ ସମ୍ପର୍କ…

ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ନୁହେଁ ଅନ୍ୟ କର୍ମଚାରୀଙ୍କ ଭଳି ସୁଖ ସ୍ୱାଛାନ୍ଦ୍ୟରେ ଚଳିବା ପାଇଁ ଆବଶ୍ୟକ ଦରମା ଲାଗୁ…

ବାଲିଗୁଡା : ଭାରତୀୟ ମଜଦୁର ସଂଘ ୬୯ତମ ପ୍ରତିଷ୍ଠା ଦିବସ ବାଲିଗୁଡା ଶାନ୍ତିମୈତ୍ରୀ ସଭଗୃହରେ ଜିଲା ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟରେ ପାଳିତ ହୋଇଛି। ବିଏମଏସର ପ୍ରତିଷ୍ଠାତା ଦନ୍ତପନ୍ତ ଠେଙ୍ଗଡେଙ୍କ ଦ୍ୱାରା ୧୯୫୫ମସିହା ଜୁଲାଇ ମାସ ଆଜିର ଦିନରେ ଭୋପାଳ ଠାରେ ଶ୍ରମିକ ମାନଙ୍କ ସମସ୍ୟା…

ଆଉଟସୋର୍ସିଂ କମ୍ପାନୀ ଶ୍ରମିକ ମାରଣା ନୀତି ଆପଣାଉଥିବାରୁ ଆନ୍ଦୋଳନ ପାଇଁ ଜିଲା ସଭାପତିଙ୍କ ଆହ୍ୱାନ

ଫୁଲବାଣୀ: ଭାରତୀୟ ମଜଦୁର ସଂଘ (ବିଏମ ଏସ)୬୯ତମ ପ୍ରତିଷ୍ଠା ଦିବସ ହାଟପଦା ମା' ନାରାୟଣୀଙ୍କ ସଭାଗୃହରେ ଜିଲା ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ୧୯୫୫ ମସିହା ଜୁଲାଇ୨୩ତାରିଖରେ ଦନ୍ତପନ୍ତ ଠେଙ୍ଗଡେଙ୍କ ପୌରୋହିତ୍ୟରେ ଭୋପାଳ ଠାରେ ବିଏମଏସ ଲୋକମାନ୍ୟ ବାଲଗଙ୍ଗାଧର…

ମୟୁରଭଞ୍ଜ ପକ୍ସୋ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ନାବାଳିକା ବଳାତ୍କାରୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ

ମୟୂରଭଞ୍ଜ: ନାବାଳିକା ବଳାତ୍କାରୀକୁ ୨୦ ବର୍ଷ ଜେଲଦଣ୍ଡାଦେଶ । ମୟୂରଭଞ୍ଜ ଜିଲ୍ଲା ଦୌରାଜଜ ତଥା ପୋକ୍ସୋ କୋର୍ଟର ଅଧ୍ୟକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର…

୮.୧୫%କୁ ବଢିଲା ଇପିଏଫ ସୁଧହାର, ଉପକୃତ ହେବେ ୬ କୋଟି ଖାତାଧାରୀ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଅଧୀନରେ ଆକାଉଣ୍ଟ ଖୋଲିଥିବା ଦେଶର ୬ କୋଟିରୁ ଅଧିକ କର୍ମଚାରୀଙ୍କୁ ସରକାର ବଡ଼ ଉପହାର ଦେଇଛନ୍ତି । ସରକାର ସୋମବାର ଏକ ନିର୍ଦ୍ଦେଶନାମା ଜାରି କରି ଘୋଷଣା କରିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ଖାତାଧାରୀଙ୍କୁ…

ଜମି ବିକି ପାଠ ପଢ଼ାଇଥିଲେ ସ୍ବାମୀ, ପୁଲିସ ହେବା ପରେ ପ୍ରେମିକ ପାଖକୁ ଚାଲିଗଲା ସ୍ତ୍ରୀ

ମୁଜାଫରପୁର: ଜମି ବିକି ପାଠ ପଢ଼ାଇଥିଲେ ସ୍ବାମୀ। ପୁଲିସ ହେବା ପରେ ପ୍ରେମିକ ପାଖକୁ ଚାଲିଗଲା ସ୍ତ୍ରୀ। ଏସଡିଏମ ଜ୍ୟୋତି ମୌର୍ଯ୍ୟ ନିଜ ସ୍ବାମୀଙ୍କୁ ଛାଡ଼ିବା ପରି ବିହାରର ମୁଜାଫରପୁରରେ ମଧ୍ୟ ସେଭଳି ଏକ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ପୀଡିତ ସ୍ବାମୀ ଜଣକ କହିଛନ୍ତି ଯେ ସେ ଜମି ବିକ୍ରି…

ସ୍କୁଲ ପରିସରରେ ଭାଲୁ ଆତଙ୍କ, ଛାତ୍ରଛାତ୍ରୀ ଭୟଭୀତ

ନନ୍ଦାହାଣ୍ଡି: ସ୍କୁଲ ପରିସରରେ ଭାଲୁ ଆତଙ୍କ ଦେଖାଯାଇଛି। ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ତିନୋଟି ଭାଲୁକୁ ଦେଖି ଛାତ୍ରଛାତ୍ରୀ ଭୟଭୀତ ହୋଇଛନ୍ତି । ମା ସହିତ ଦୁଇଟି ଛୁଆ ରହିଛନ୍ତି। ସ୍କୁଲର ଦୁଇ ପାଇଖାନା ମଝିରେ ଭାଲୁ ରହିଥିବା…

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେଇପାରେ ଅବପାତର ରୂପ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ…

କଂଗ୍ରେସ ଭବନ ସାମ୍ନାରେ ଚିରଞ୍ଜୀବ ଓ ମୋକିମଙ୍କ ସମର୍ଥକଙ୍କ ଜୋରଦାର ବିରୋଧ

ଭୁବନେଶ୍ୱର: କାଲି ସାମ୍ବାଦିକ ସମ୍ମିଳନୀ କରି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ ଅସନ୍ତୋଷ ଝାଡ଼ିବା ପରେ ଆଜି କଂଗ୍ରେସ ଭବନ ସମ୍ମୁଖରେ ଜୋରଦାର ହଙ୍ଗାମା କରିଛନ୍ତି ନିଲମ୍ବିତଙ୍କ ସମର୍ଥକ। ଆଜି କଂଗ୍ରେସ ଭବନରେ ଶୃଙ୍ଖଳା କମିଟି ବୈଠକ ହେବାକୁ ଥିବାବେଳେ ଶୃଙ୍ଖଳା…