Breaking News

ମଣିପୁର ଘଟଣା: ନ୍ୟାୟ ଦାବିରେ ଦେଶର ବିଭିନ୍ନ ପ୍ରାନ୍ତରେ ଜୋରଦାର ବିକ୍ଷୋଭ, ଅଭିଯୁକ୍ତ ଘର ଜାଳିଦେଲେ ଉତ୍ୟକ୍ତ ଲୋକେ

ଇମ୍ଫାଲ: ମଣିପୁର ଭିଡିଓ ଭାଇରାଲକୁ ନେଇ ଦେଶ ସ୍ତବ୍ଧ । ନ୍ୟାୟ ଦାବିରେ ଦେଶର ବିଭିନ୍ନ ପ୍ରାନ୍ତରେ ଜୋରଦାର ବିକ୍ଷୋଭ । ସୋସିଆଲ ମିଡିଆରେ ଘଟଣାକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ସରକାରଙ୍କ ବିଫଳତା ପାଇଁ ବିଜେପିର ଡବଲ ଇଞ୍ଜିନ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।…

ଆଉଏକ ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି (ଗୁରୁବାର) ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ଓଡିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେେଇଛି। ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିଲୋମିଟର ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏହି ଲଘୁଚାପ କ୍ଷେତ୍ର…

ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର ; ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି। ଏହି…

ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଉପକୃତ ହେବେ ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳର ୨୦ ହଜାର ଲୋକ;…

ଭୁବନେଶ୍ୱର: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା –…

ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍‌-୨୦୨୩ପୁରସ୍କାର

ଭୁବନେଶ୍ୱର: ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର ମିଳିଛି । କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି I ଓଡିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ (ଓଏସ୍ଏଏମ୍…

ପୁସ୍ତକରେ ରହିଛି ଊର୍ଦ୍ଧ୍ୱମୁଖୀ ଚେତନାରେ ସମାଜ କଲ୍ୟାଣର ଆଲେଖ୍ୟ

ଭୁବନେଶ୍ଵର: ବିଶିଷ୍ଟ ଐତିହାସିକା ଏବଂ ସୁଲେଖିକା ଶର୍ମିଷ୍ଠା ଗୁପ୍ତୁଙ୍କ ଅନ୍ୟତମ ସାରସ୍ଵତ ଅବଦାନ "ଅନସ୍ପୋକନ" ପୁସ୍ତକ ଓଟିଡିସି ଅଧ୍ୟକ୍ଷ ଡକ୍ଟର ଲେନିନ୍‌ ମହାନ୍ତିଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ପୁସ୍ତକ ଉନ୍ମୋଚନ କାଳରେ କ୍ରୀଡା ସଚିବ ଆର୍. ଭିନିଲ୍‌ କ୍ରୀଷ୍ଣା, ବିଶିଷ୍ଟ କ୍ରୀଡା…

ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ ଉଦ୍ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱରର ବୀର ସୁରେନ୍ଦ୍ର ସାଏ ନଗର ସ୍ଥିତ ‘ଭୁବନେଶ୍ୱରୀ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ଶ୍ରୀଭାଗବତ ପାରାୟଣ ଓ ଭଗବତ୍ କଥା’ ସପ୍ତାହ ଉଦ୍ଘାଟିତ ହୋଇଯାଇଛି । ଏହି ଆଧ୍ୟାତ୍ମକ କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ ନିଗମାନନ୍ଦ ଆଶ୍ରମ ଭୁବନେଶ୍ୱରର…

‘ଏକତା ହିଁ ବଳ’: ଦୁଇ ଗ୍ରାମକୁ ସଂଯୋଗ ପାଇଁ ପୋଲ ନିର୍ମାଣ କଲେ ଗ୍ରାମବାସୀ

ଜୁନାଗଡ : କେନାଲ ଉପରେ ନିଜେ ତିଆରି କରିଥିବା କାଠ ପୋଲରେ ନିଜେ ଚାଲିଲେ ଆଉ ପ୍ରଶାସନକୁ ଦେଖାଇ ଦେଲେ ଏକତାର ବଳ କେତେ। ପ୍ରଶାସନ ଯଦି ସମସ୍ୟା ନବୁଝେ, ଅଭିଯୋଗ ନଶୁଣେ ତେବେ ଲୋକେ ଏକାଠି ହୁଅନ୍ତି, ଆଉ ନିଜ ସମସ୍ୟାର ଏମିତି ସମାଧାନ କରି ପ୍ରଶାସନକୁ ମୁହଁତୋଡ ଜବାବ୍ ଦିଅନ୍ତି। ଯାହା…

ନିର୍ଭୟରେ ବିଚରଣ କରୁଛନ୍ତି ହରିଣ, ସୁରକ୍ଷା ଯୋଗାଉଛନ୍ତି ଗ୍ରାମବାସୀ

ଖଲ୍ଲିକୋଟ: ହରିଣଙ୍କ ଆଗମନ ଦେଖି ଗାଁ ଲୋକେ ଧାନ ଅମଳ ପରେ ନିଜ ବିଲରେ ବିରି ଓ ମୁଗ ବୁଣି ଦେଇଛନ୍ତି। ଏଥିସହ ଶୋଷ ମେଣ୍ଟାଇବା ପାଇଁ ଗାଁ ମୁଣ୍ଡରେ ଦୁଇଟି ପୋଖରୀ ଖୋଳି ଦେଇଛନ୍ତି। ଲୁଣ ଚଟାଣ ମଧ୍ୟ କରାଯାଇଛି। ହରିଣମାନଙ୍କ ଗାଁ ଚିକିଲି। ରାତି ପାହିଲେ ହରିଣମାନେ ଦଳଦଳ ହୋଇ ଗାଁ ମୁଣ୍ଡକୁ…

ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ କୋଡିଂ ଓ ଆଇଟି, କୌଶଳୀ ବ୍ଲକ୍‌ ମୁଖ୍ୟ ପ୍ରଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ…

ଭୁବନେଶ୍ୱର: ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘କୌଶଳୀ’ ସ୍କୁଲ କ୍ଲବ୍‌ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି। ସେମାନଙ୍କୁ ଶିକ୍ଷାଦାନ କରିବା ପାଇଁ ରାଜ୍ୟସ୍ତରରେ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଗୁରୁବାରଠାରୁ…